RBIକୁ ଗୁଡ୍ ବାଏ କହିଲେ ଗଭର୍ଣ୍ଣର ଉର୍ଜିତ ପଟେଲ୍ ,ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଦେଲେ ଇସ୍ତଫା
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଗୁଡ୍ ବାଏ କହିଲେ ଉର୍ଜିତ ପଟେଲ୍ । ବେଶ କିଛି ଦିନ ଧରି ଚାଲିଥିବା ଚର୍ଚ୍ଚା ଓ ବାଦ ବିବାଦର ଅବସାନ ହୋଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିପାଇଁ ତତ୍କାଳ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।…