ଟିଭି ପରଦାକୁ ଫେରୁଛନ୍ତି ଉର୍ମିଳା ଏବଂ ଭାଗ୍ୟଶ୍ରୀ, ରେମୋଙ୍କ ସହିତ ଆସିବେ ନଜର
୯୦ ଦଶକରେ ନିଜର ଜଲଓ୍ଵା ଦେଖାଇଥିବା ଅଭିନେତ୍ରୀ ଉର୍ମିଳା ଏବଂ ଭାଗ୍ୟଶ୍ରୀ ପୁଣିଥରେ ପରଦାକୁ ଫେରୁଛନ୍ତି। ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୁପର ମମ୍୩’ରେ ଦୁହେଁ ଜଜ ଭାବେ ନଜର ଆସିବେ। ରେମୋଙ୍କ ସହିତ ପୁଣିଥରେ ଏହି ଦୁଇ ଅଭିନେତ୍ରୀଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିବ। ଜଜ୍…