Browsing Tag

urmila matondkar

ଟିଭି ପରଦାକୁ ଫେରୁଛନ୍ତି ଉର୍ମିଳା ଏବଂ ଭାଗ୍ୟଶ୍ରୀ, ରେମୋଙ୍କ ସହିତ ଆସିବେ ନଜର

୯୦ ଦଶକରେ ନିଜର ଜଲଓ୍ଵା ଦେଖାଇଥିବା ଅଭିନେତ୍ରୀ ଉର୍ମିଳା ଏବଂ ଭାଗ୍ୟଶ୍ରୀ ପୁଣିଥରେ ପରଦାକୁ ଫେରୁଛନ୍ତି। ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସୁପର ମମ୍‌୩’ରେ ଦୁହେଁ ଜଜ ଭାବେ ନଜର ଆସିବେ। ରେମୋଙ୍କ ସହିତ ପୁଣିଥରେ ଏହି ଦୁଇ ଅଭିନେତ୍ରୀଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିବ। ଜଜ୍‌…

କରୋନା କବ୍‌ଜାରେ ଉର୍ମିଳା ମାତୋଣ୍ଡକର, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦେଲେ ସୂଚନା

ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଅନେକ ସ୍ଥାନରେ ଏହା ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ପ୍ରତିଦିନ କୋଭିଡ୍‌ର ନୂଆ ନୂଆ କେସ୍‌ ସାମ୍ନାକୁ ଆସୁଛି। ତେବେ ବର୍ତ୍ତମାନ ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଉର୍ମିଲା ମାତୋଣ୍ଡକର ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି।…

୧୨ ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି ଉର୍ମିଲା ମାତୋଣ୍ଡକର, ନିଜେ କଲେ ଖୁଲାସା

ଖୁବ୍‌ଶୀଘ୍ର ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି ଅଭିନେତ୍ରୀ କମ୍‌ ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର। ସେ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦୂରରେ ଥିଲେ। ୨୦୧୯ ମସିହାରେ ସେ ରାଜନୀତିରେ ପାଦ ଥାପିଥିଲେ। ଏହା ପରଠାରୁ ସେ ଆଉ ଫିଲ୍ମକୁ ଫେରିବେନି ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ସବୁ…

ଉର୍ମିଳା ମାତେଣ୍ଡକରଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌, ସାଇବର ସେଲ୍‌ରେ ମାମଲା ରୁଜୁ କଲେ ଅଭିନେତ୍ରୀ

ବଲିଉଡ୍‌ରେ ଦୀର୍ଘ ଦିନ ଧରି ରାଜ୍‌ କରିବା ପରେ ଏବେ ରାଜନୀତିରେ ପାଦ ଥାପିଛନ୍ତି ଉର୍ମିଳା ମାତେଣ୍ଡକର। କିନ୍ତୁ ଘରେ ନ ପଶୁଣୁ ଚାଳ ବାଜିବା ଭଳି ଉର୍ମିଳାଙ୍କ ପାଇଁ ଏହି ପଥ କଠିନ ହେବାରେ ଲାଗିଛି। ବୁଧବାର ଉର୍ମିଳା ସୂଚନା ଦେଇ କହିଛନ୍ତି ଯେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ୍‌…

ରାଜନୀତିରେ ପୁଣି ଏଣ୍ଟ୍ରି ମାରିବେ ଏହି ଅଭିନେତ୍ରୀ, ଆସନ୍ତାକାଲି ଶିବସେନାରେ ହେବେ ସାମିଲ

ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଆଉ ଏକ ରାଜନୈତିକ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ସେ ବର୍ତ୍ତମାନ ଶିବସେନାରେ ଯୋଗଦେବାକୁ ଯାଉଛନ୍ତି । ସେ ଆସନ୍ତାକାଲି ଶିବସେନାରେ ଯୋଗଦେବେ । କିନ୍ତୁ ୨୦୧୯ ସେପ୍ଟେମ୍ବରରୁ ୩୦ ନଭେମ୍ବର ପର୍ଯ୍ଯନ୍ତ ୪୬ ବର୍ଷୀୟ ଉର୍ମିଳା ଶିବସେନାରେ ମିଶିବେ…

ଶିବସେନାର ନୂଆ ରଣନୀତି, ଉର୍ମିଳା ମାତୋଣ୍ଡକରଙ୍କୁ MLC କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କଲେ ନାଁ

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଉର୍ମିଳା ମାତୋଣ୍ଡକରଙ୍କୁ ବିଧାନ ପରିଷଦର ସଦସ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ମହାରାଷ୍ଟ୍ର ସରକାର ୧୨ ଟି ନାଁ ଥିବା ତାଲିକାକୁ ଏକ ବନ୍ଦ…

ବଲିଉଡ ନାୟିକା ଊର୍ମିଳା ମାତୋଣ୍ଡକର ପାଇଲେ ଟିକେଟ, ଜାଣନ୍ତୁ କେଉଁ ଆସନରୁ ଲଢିବେ ?

ମୁମ୍ବାଇ: କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ ନାୟିକା ଊର୍ମିଳା ମାତୋଣ୍ଡକରଙ୍କୁ କଂଗ୍ରେସ ଟିକେଟ ଦେଇଛି । ଉତ୍ତର ମୁମ୍ବାଇର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢ଼ିବେ । କଂଗ୍ରେସର ସାଧାରଣ ସମ୍ପାଦକ ମୁକୁଲ ୱାସନିକ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି ।…

କଂଗ୍ରେସର ହାତ ଧରିଲେ ଛମାଛମା ଗର୍ଲ ଉର୍ମିଲା

ମୁମ୍ବାଇ : ଅଭିନୟ ପରେ ରାଜନୀତିରେ ଧମାଲ ମଚାଇବାକୁ ଆସୁଛନ୍ତି ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର। ସେ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ସ୍ବାଗତ କରିବା ସହ ସଦସ୍ୟତା ଗ୍ରହଣ କରାଇଛନ୍ତି। ଉର୍ମିଲା ମୁମ୍ବାଇ ନର୍ଥ ସିଟରୁ ନିର୍ବାଚନ…

ଉର୍ମିଲା ମାତୋଣ୍ଡକରଙ୍କ ଠାରୁ ୧୦ ବର୍ଷ ସାନ ତାଙ୍କ ସ୍ବାମୀ,ବିବାହର ୨ ବର୍ଷ ପରେ ଦେଖନ୍ତୁ Wedding Album

ବଲିଉଡ଼ର ‘ରଙ୍ଗିଲା ଗାର୍ଲ’ ଉର୍ମିଲା ମାତୋଣ୍ଡକର ତାଙ୍କର ୪୫ବର୍ଷ ଜନ୍ମଦିନ ପାଳନ କରୁଛନ୍ତି। ଉର୍ମିଲା ତାଙ୍କର ଆକ୍ଟିଙ୍ଗ୍ କ୍ୟାରିୟରର ଆରମ୍ଭ ମରାଠି ଫିଲ୍ମ ଝାକୋଲା (୧୯୮୦)ରୁ କରିଥିଲେ। ‘କଳିଯୁଗ’ (୧୯୮୧) ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା। ଏହାପରେ ଉର୍ମିଲାଙ୍କୁ ଫିଲ୍ମ ‘ମାସୁମ୍’…