Browsing Tag

urs festival starts in subarnapur

ସୁବର୍ଣ୍ଣପୁରର ତରଭାଠାରେ ଥିବା ପୀର ବାବାଙ୍କ ସମାଧି ପୀଠରେ ଆରମ୍ଭ ହୋଇଛି ମୁସଲମାନ ସମ୍ପ୍ରଦାୟର ଉର୍ସ ଉତ୍ସବ, କରୋନା…

ସୁବର୍ଣ୍ଣପୁର: ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଆମେ ସବୁ ଭାରତୀୟ । ଆମ ରାଜ୍ଯ ଓଡିଶାରେ ମଧ୍ଯ ଭାଇଚାରା ଦେଖିବାକୁ ମିଳିଥାଏ । ବିଭିନ୍ନ ପର୍ବକୁ ଭିନ୍ନ ଭିନ୍ନ ଧର୍ମାଲମ୍ବୀ ଲୋକେ ମିଳିମିଶି ଖୁବ୍ ଧୂମ୍ ଧାମରେ ପାଳନ କରିଥାନ୍ତି । ତେବେ ଏହାରି ଭିତରେ ସୁବର୍ଣ୍ଣପୁର ଜିଲ୍ଲା ତରଭା…