Browsing Tag

urs special trains

ଖ୍ୱାଜା ଉର୍ସ ପର୍ବ ପାଇଁ ପୁରୀ ଠାରୁ ଆଜମେରକୁ ସ୍ୱତନ୍ତ୍ର ଟ୍ରେନ

ଯାତ୍ରୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଆଜମେର ଠାରେ ଖ୍ବାଜI ଉର୍ସ ପର୍ବ ପାଇଁ ପୁରୀ ଠାରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ସ୍ଥିର କରାଯାଇଅଛି I ନିୟମିତ ଟ୍ରେନ ମାନଙ୍କରେ ଯାତ୍ରୀ ଭିଡକୁ ତର୍ଜମା କରାଯାଇ ଏହି ନିଷ୍ପତି ଗ୍ରହଣ କରାଯାଇ ଅଛି…