ଉର୍ବଶୀ ରୌତେଲା ସେୟାର କଲେ ନୂଆ ଲୁକ୍, ଫ୍ୟାନ କଲେ ଅଭିନେତ୍ରୀ ମାର୍ଗୋଟ ରୋବିଙ୍କ ସହିତ ତୁଳନା
ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ସୁନ୍ଦରତା ଏବଂ ଟ୍ରେଣ୍ଡି ଫ୍ୟାଶନ ପାଇଁ ବେଶ ଲୋକପ୍ରିୟ। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଅନେକ ଟ୍ରାଡିସନାଲ ଲୁକ୍ ଫଟୋ ସେୟାର କରିଛନ୍ତି। ଆଉ ଫଟୋକୁ ନେଇ ଏବେ ବେଶ ଚର୍ଚ୍ଚା। ଏହି ଫଟୋରେ ଉର୍ବଶୀ କୌଣସି ପ୍ରିନ୍ସେସଙ୍କ ଭଳି ଦେଖାଯାଉଥିଲେ। ପୁଣି ଥରେ…