ମାର୍ବଲ ଅଭିନେତା ସହିତ ୱିମ୍ବେଲଡନ ଫାଇନାଲ ଦେଖିବାକୁ ପହଞ୍ଚିଲେ ଉର୍ବଶୀ ରୌତେଲା, ଫ୍ୟାନ୍ସ କଲେ ଟ୍ରୋଲ
ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । ଏହାଛଡା ସୋସିଆଲ ମିଡିଆ ଆକାଉଣ୍ଟରେ ସବୁବେଳେ ଆକ୍ଟିଭ ରୁହନ୍ତି । ବିଶ୍ବର ସମସ୍ତ ବଡ଼ ଇଭେଣ୍ଟରେ ଉର୍ବଶୀ ନଜର ଆସିଛନ୍ତି । ନିକଟରେ ଲଣ୍ଡନର ୱିମ୍ବେଲଡନରେ ମ୍ୟାଚ୍ ଦେଖୁଥିବାର ନଜର ଆସିଥିଲେ ଉର୍ବଶୀ । ଫାଇନାଲ ମ୍ୟାଚ…