‘ଚିକନୀ ଚମେଲୀ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ହଟ୍ ଉର୍ବଶୀ ରୌତେଲା, ଭିଡିଓକୁ ଥରେ ନୁହେଁ ବାର ବାର ଦେଖୁଛନ୍ତି…
ଉର୍ବଶୀ ରୌତେଲା ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ଧମାଲ ମଚାଉଛନ୍ତି। ତାଙ୍କର ଗୋଟିଏ ଭିଡିଓ ଆସିଲେ ହିଁ ତାହା ଭାଇରାଲ ହୋଇଯାଇଥାଏ। ତେବେ କରୋନା ଲକଡାଉନ ସମୟରେ ସେଲିବ୍ରିଟୀଙ୍କର ଥ୍ରୋବ୍ୟାକ ଭିଡିଓ ଖୁବ୍ ଭାଇରାଲ ହେଉଛି।
ବର୍ତ୍ତମାନ ଉର୍ବଣୀ…