Browsing Tag

us

ଆମେରିକା: ବିମାନରେ ଥିଲେ ୧୦୦ ଯାତ୍ରୀ, ପକ୍ଷୀ ଧକ୍କା ହେବାରୁ ଲାଗିଗଲା ନିଆଁ ! ଦେଖନ୍ତୁ ଉଦ୍ଧାର ବେଳର ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ବିମାନର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଲୋକେ ଏହାର ପାଇଲଟଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରୁଛନ୍ତି । ବାସ୍ତବରେ, ଏହି ବିମାନଟି ଯେତେବେଳେ ରନୱେରୁ ଉଡ଼ାଣ ଭରିବାକୁ ଯାଉଥିଲା, ସେହି ସମୟରେ ଏଥିରେ ନିଆଁ ଲାଗିଯାଇଥିଲା । କୁହାଯାଉଛି ଯେ ଏହି…

ବାଇଡେନଙ୍କ ପୁଅ ଦେହଜୀବୀଙ୍କ ପାଇଁ ଉଡାଇଛନ୍ତି କୋଟି କୋଟି ଟଙ୍କା, ଲିକ୍ ହେଲା ଇମେଲ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ଚାଲିଥିଲା ଏବେ ଆମେରିକାର ରାଷ୍ଟ୍ରପତିଙ୍କ ପୁଅଙ୍କୁ ନେଇ ସେତିକି ଚର୍ଚ୍ଚା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନଙ୍କ ଲିକ୍ ଇ-ମେଲକୁ ନେଇ ଏବେ ଚର୍ଚ୍ଚା । ମିଡିଆ ରିପୋର୍ଟ୍ସରେ କୁହାଯାଇଛି ଯେ ହଣ୍ଟର…

ଆମେରିକା ସେନାର ବ୍ଲାକ୍‌ ହକ୍‌ ହେଲିକପ୍ଟର କ୍ରାସ୍‌, ୩ ନ୍ୟାସନାଲ ଗାର୍ଡ ପାଇଲଟଙ୍କ ମୃତ୍ୟୁ

ଆମେରିକାରେ ଏକ ଦୁର୍ଘଟଣା ଘଟିଛି। ଇହାଦୋରେ ଆମେରିକା ସେନାର ବ୍ଲାକ୍‌ ହକ୍‌ ହେଲିକପ୍ଟର କ୍ରାସ୍‌ ହୋଇଛି। ସୂଚନା ମୁତାବକ, ଏହି ବ୍ଲାକ୍‌ ହକ୍‌ ହେଲିକପ୍ଟରରେ ତିନି ଜଣ ନ୍ୟାସନାଲ ଗାର୍ଡ ପାଇଲଟ୍‌ ଥିଲେ। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଏହି ୩ ପାଇଲଟ୍‌ଙ୍କ ମଧ୍ୟରେ…

୫୮ ଅକ୍ଷର ବିଶିଷ୍ଟ ଏହି ସହରର ନାମ, ଜାଣନ୍ତୁ ଦୁନିଆର କିଛି ଅଦ୍ଭୁତ ସହରର ନାମ

ବିଶ୍ୱରେ ଅନେକ ମହାଦେଶ ଏବଂ ଦେଶ ରହିଛି। ଯାହାର ଅଲଗା ଅଲଗା ନାମ ରହିଛି। ବିଶ୍ୱର ଏମିତି କିଛି ଦେଶରେ କିଛି ସହରର ଅଦ୍ଭୁତ ନାମ ମଧ୍ୟ ରହିଛି। ଆପଣ ରହୁଥିବା ସହରର ନାମ ହୁଏତ ୧୦ଟି ଅକ୍ଷର କିମ୍ବା ଅଧିକରେ ୧୫ଟି ଅକ୍ଷରରେ ରହିଥିବ କିମ୍ବା ଆପଣ ଏହା ବିଷୟରେ ଜାଣିଥିବେ। କିନ୍ତୁ ଏପରି ଏକ ସହର…

ବିମାନ ଉଡାଣ ସମୟରେ ଭାରତୀୟ ପାଇଲଟ ଦେଖୁଥିଲେ ପର୍ଣ୍ଣ ଭିଡିଓ, ୟୁଏସ୍ ପୋଲିସ କଲା ଗିରଫ

ଲସଏଞ୍ଜଲର୍ସ : ଆମେରିକାର ଆଇନ ପ୍ରବର୍ତ୍ତନ ଅଧିକାରୀ ଚାଇଲପ୍ରଣ୍ଣୋଗ୍ରାଫି ଅଭିଯୋଗରେ ଜଣେ ଭାରତୀୟ ପାଇଲଟଙ୍କୁ ବିମାନ ମଧ୍ୟରେ ଗିରଫ କରିଛି। ପାଇଲଟ ସୋମବାର ଦିନ ନୂଆଦିଲ୍ଲୀରୁ ସାନଫ୍ରେନ୍ସିକୋ ବିମାନ ବନ୍ଦରରେ ପହଞ୍ଚିଥିଲା। ସେଠାରେ ସେ ବିମାନ କକପିଟରେ ବସି ଭିଡିଓ ଦେଖିଥିବା ବେଳେ…