Browsing Tag

US accident

ଆମେରିକାରେ ବର୍ଷା ହେଲା କାଳ: ପରସ୍ପର ସହିତ ଧକ୍କା ହେଲା ୧୦୦ ଗାଡି, ୬ ମୃତ, ଦେଖନ୍ତୁ ଭିଡିଓ

ଆମେରିକାର ଟେକ୍ସାସ ସହରର ଏକ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ପ୍ରାଣ ଯାଇଥିବା ବେଳେ ଅତିକମରେ ୧୦୦ ଗାଡି ପରସ୍ପର ପରସ୍ପର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ଜଣାପଡିଛି। ଦୁଘର୍ଟଣା ଏତେ ଭୟଙ୍କର ଯାହା ଦେଖିଲେ ଆପଣ ମଧ୍ୟ ନିଜ ଆଖିକୁ…