ଆମେରିକା ଏୟାରପୋର୍ଟରେ ଲଜ୍ଜାଜନକ ପରିସ୍ଥିତିର ସାମ୍ନା କଲେ ମହିଳା, ଖୋଲିବାକୁ ପଡ଼ିଲା ଅଣ୍ଡରୱେର୍
ଆମେରିକା ଏୟାରପୋର୍ଟରେ ଜଣେ ମହିଳାଙ୍କୁ ଲଜ୍ଜାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ଘଟଣାରୁ ଜଣାପଡ଼ିଛି ଯାଞ୍ଚ ସମୟରେ ଅଧିକାରୀମାନେ ଜେନବ୍ ମରଚ୍ୟାଣ୍ଟ ନାମ୍ନୀ ମହିଳାଙ୍କୁ ଅଟକାଇଥିଲେ। ତାଙ୍କୁ ସେମାନେ ପ୍ୟାଣ୍ଟ ଏବଂ ଅଣ୍ଡରୱେର୍ ଖୋଲିବାକୁ କହିଥିଲେ, କାରଣ ସେ ସାନିଟାରୀ ପ୍ୟାଡ୍…