ଅଦ୍ଭୁତ ଘଟଣା: ଟଙ୍କା ପଇସା କି ଗହଣା ନୁହେଁ, ଭଡାରେ କ୍ରେନ୍ ଆଣି ଚୋର ଲୁଟି ନେଇଗଲା ପୋଲ
ଆମେରିକା: ଦୁନିଆରେ ଆପଣ ବିଭିନ୍ନ ପ୍ରକାରର ଚୋରି ବିଷୟରେ ନିଶ୍ଚିତ ଶୁଣିଥିବେ କିମ୍ବା ଜାଣିଥିବେ। ଚୋର କାହା ଘରକୁ ଚୋରି କରିବାକୁ ଆସି ଟଙ୍କା, ପଇସା ଗହଣା ଇତ୍ୟାଦି ଚୋରି କରିନେଇଯାଏ। କିନ୍ତୁ ଏହି ଚୋରି ବିଷୟରେ ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ। ଯେଉଁଠି ଚୋର ଚୋରି କରିବାକୁ ଆସି…