Browsing Tag

us doctor face judge through video call

ସର୍ଜରୀ କରୁଥିବା ବେଳେ କୋର୍ଟ ଟ୍ରାଏଲ୍‌କୁ ଫେସ୍‌ କଲେ ଏହି ଡାକ୍ତର, ଜାଣନ୍ତୁ କ’ଣ କହିଲେ ଜ୍‌ଜ୍‌

ନ୍ୟୁୟର୍କ : ଆମେରିକାରେ ଜଣେ ଡାକ୍ତରଙ୍କ କୋର୍ଟରେ ସାମିଲ୍‌ ହେବା ମାମଲା ବଡ଼ କୌତୁହଳପୂର୍ଣ୍ଣ ହୋଇଛି । ଏହି ଡାକ୍ତର ଜଣକ ରୋଗୀର ଅପରେସନ୍‌ କରୁଥିବା ବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟକୁ ସାମ୍ନା କରିଛନ୍ତି । ଡାକ୍ତରଙ୍କ ସ୍ଥିତି ଦେଖି ଖୋଦ୍‌ ଜଜ୍‌ ମଧ୍ୟ ହଇରାଣ ହୋଇଯାଇଛନ୍ତି ।…