କାବୁଲ ବିମାନ ବନ୍ଦରରେ ହୋଇପାରେ ଆକ୍ରମଣ,ଚିନ୍ତା ପ୍ରକଟ କଲା ଆମେରିକା
ନୂଆଦିଲ୍ଲୀ : ତାଲିବାନ ପାଇଁ ଆଫଗାନିସ୍ତାନରେ ବିଗୁୁଡୁଛି ସ୍ଥିତି । ଏବେ ଘନେଇଛି ନୂଆ ବିପଦ। କାବୁଲ ବିମାନ ବନ୍ଦର ଉପରେ ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଆଇଏସ (ଇସଲାମିକ ଷ୍ଟେଟ) କରିପାରେ ଆକ୍ରମଣ। ସମ୍ଭାବ୍ୟ ଆକ୍ରମଣ ନେଇ ଆମେରିକା ସେନା ଆଲର୍ଟ ଜାରି କରିଛି। ତାଲିବାନ କବଜା ପରେ…