Browsing Tag

US Flags Lowered To Half-Staff

ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଟପିଲା, ଶୋକରେ ରାଷ୍ଟ୍ରୀୟ ଧ୍ୱଜା ଖସିଲା ତଳକୁ

ଓ୍ଵାଲ୍ଟିମୋର :  ଆମେରିକାରେ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷରେ ପହଞ୍ଚିଛି । ଯାହାକି ବିଶ୍ୱର ସବଠୁ ବଡ଼ ବିପର୍ଯ୍ୟୟ । ଏହା ପୂର୍ବରୁ ଆମେରିକାରେ କୌଣସି ଯୁଦ୍ଧ କିମ୍ବା ମହାମାରୀରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇନଥିଲା । ଆମେରିକା ଇତିହାସରେ ଏପରି ଜୀବନ ହାନୀ…