Browsing Tag

us judge sentences man to 600 years

ନାବାଳକଙ୍କ ସହ ଯୈାନ ଶୋଷଣ ମାମଲାରେ ଅଭିଯୁକ୍ତକୁ ୬୦୦ ବର୍ଷ ଜେଲ୍‌ ଦଣ୍ଡ ଦେଲେ ଆମେରିକାର ଏକ କୋର୍ଟ

ଆଲାବାମା : ବର୍ଷ ବର୍ଷ ଧରି ନାବାଳକଙ୍କ ସହ ଅପ୍ରାକୃତିକ ଯୈାନ ସମ୍ପର୍କ ରଖିଥିବା ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିକୁ ଆମେରିକାର ଏକ କୋର୍ଟ ଶୁକ୍ରବାର ୬୦୦ ବର୍ଷ ଜେଲ୍‌ ଦଣ୍ଡ ଦେଇଥିବା ଜଣାଯାଇଛି । ଅଭିଯୁକ୍ତର ନାମ ମାଥ୍ୟୁ ଟାୟଲର ମିଲର(୩୨) । କୋର୍ଟ ତାକୁ ପ୍ରଥମେ ଏକ ଦୁଷ୍କର୍ମ…