ବୋଇଂ-737 MAX ଜେଟ ବିମାନ ଉପରୁ ପ୍ରତିବନ୍ଧକ ହଟାଇଲା ଆମେରିକା, ପୁଣିଥରେ ଉଡାଣ ଭରିବାକୁ ପ୍ରସ୍ତୁତ
737 MAX ବିମାନ ଉଡାଣ ପାଇଁ ବୋଇଂ କମ୍ପାନୀକୁ ଅନୁମତି ଦେଇଛନ୍ତି ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA)। ଦୁଇଟି ଦୁର୍ଘଟଣା ପରେ କମ୍ପାନୀ ପ୍ରାୟ ଦୁଇ ବର୍ଷଧରି ବିଶ୍ୱସ୍ତରୀୟ ନିୟାମକମାନଙ୍କ ସହିତ କର୍ପୋରେଟ ଉତ୍ତେଜନା ଏବଂ ଅଘଟଣର ସମ୍ମୁଖୀନ ହୋଇଥିଲା। ଭାରତୀୟ…