Browsing Tag

US oil prices

ଆମେରିକାରେ ଅଶୋଧିତ ତୈଳ ଦରରେ ଐତିହାସିକ ହ୍ରାସ, ପ୍ରଥମ ଥର ପାଇଁ ମାଇନସ୍‌କୁ ଖସିଲା ଦର କ୍ରୁଡ୍‌ ଅଏଲ୍‌

ଆମେରିକା: ବିଶ୍ୱ ଆର୍ଥିକ ବଜାର ଉପରେ ପଡ଼ିଛି କରୋନା ମହାମାରୀ ପ୍ରଭାବ । ଧରାଶାୟୀ ହୋଇପଡ଼ିଛି ଆମେରିକା ତୈଳ ବଜାର । ବିଶ୍ୱ ସ୍ତରରେ ଅଶୋଧିତ ତୈଳର ଚାହିଦା କମିଥିବାରୁ ୟୁଏସ୍‌ କ୍ରୁଡ୍‌ ଅଏଲ୍‌ ନେଗେଟିଭ୍‌କୁ ଖସିଆସିଛି । ଯାହା ଐତିହାସିକ ହ୍ରାସ । ଡବ୍ଲୁଟିଆଇର ନୂଆ ଦର ମୁତାବକ ସୋମବାର…