Browsing Tag

us open

ଇତିହାସ ରଚିଲେ ସୁମିତ ନାଗଲ, ୩୫ ବର୍ଷ ପରେ କୌଣସି ଗ୍ରାଣ୍ଡସ୍ଲାମ ଜିତିଥିବା ପ୍ରଥମ ଭାରତୀୟ

ଇତିହାସ ରଚିଲେ ଭାରତୀୟ ଟେନିସ୍ ଷ୍ଟାର ସୁମିତ ନାଗଲ । ଅଷ୍ଟ୍ରେଲିଆନ ଓପନର ପ୍ରଥମ ରାଉଣ୍ଡରେ କାଜାକିସ୍ତାନର ଖେଳାଳି ଆଲେକଜାଣ୍ଡର ବୁବ୍ଲିକଙ୍କୁ ପରାସ୍ତ କରିଛନ୍ତି । ମ୍ୟାଚ ଜିତି ସୁମିତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ୧୯୮୯ ମସିହା ପରେ ପ୍ରଥମ ଥର ଜଣେ ଭାରତୀୟ ଖେଳାଳି…

ଶିକ୍ଷୟିତ୍ରୀଙ୍କ କମେଣ୍ଟକୁ ଭୁଲ ପ୍ରମାଣିତ କଲେ ଲେଲା ଫର୍ଣ୍ଣାବିଜ, ଆଜି ହେଲେ ୟୁଏସ ଓପନ ଟାଇଟଲ ରନର୍ସଅପ

୧୮ ବର୍ଷୀୟା ଯୁବା ଟେନିସ ଖେଳାଳି ଏମ୍ମା ରାଡୁକାନୋ ନିକଟରେ ୟୁଏସ ଓପନ ଟାଇଟଲ ଜିତି ଇତିହାସ ରଚିଛନ୍ତି । ଫାଇନାଲ ମ୍ୟାଚରେ ୧୯ ବର୍ଷୀୟା ଲେଲା ଫର୍ଣ୍ଣାବିଜଙ୍କୁ ୬-୪ , ୬-୩ ସେଟରେ ହରେଇଛନ୍ତି ଏମ୍ମା । ବର୍ଷର ଶେଷ ଗ୍ଲାଣ୍ଡସ୍ଲାମ ଟାଇଟଲ ଅକ୍ତିଆର କରିଥିବା ରାଡୁକାନୋ ଓ ଫର୍ଣ୍ଣବିଜ ଏହା…

ଋଷର ଡାନିଲ୍ ମେଡଭେଡେଭ୍ ଜିତିଲେ ୟୁଏସ ଓପନ ଟାଇଟଲ, ଅଧା ରହିଗଲା ବିଶ୍ବର ନଂ ୧ ଖେଳାଳି ଜୋକୋଭିକଙ୍କ ସ୍ବପ୍ନ

ଋଷର ଡାନିଲ୍ ମେଡଭେଡେଭ୍ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋବାକ ଜୋକୋଭିକଙ୍କ ୨୧ ତମ ଗ୍ରାଣ୍ଡସ୍ଲାମ୍ ବିଜୟ ସ୍ୱପ୍ନ ଚୁରମାର କରିଦେଇଛନ୍ତି। ଜୋକୋଭିକ୍ ରବିବାର ୟୁଏସ ଓପନ ସିଙ୍ଗଲ୍ସ ଫାଇନାଲରେ ପରାଜୟର ସାମ୍ନା କରିଛନ୍ତି । ଋଷର ଡାନିଲ୍ ମେଡଭେଡେଭ୍ ଜୋକୋଭିକଙ୍କୁ ପରାସ୍ତ କରି ପ୍ରଥମ ଥର…

୬ ବର୍ଷର ପରେ ଗ୍ଲାଣ୍ଡସ୍ଲାମ ଟାଇଟଲ ଜିତିଲେ ଜଣେ ନୂଆ ଖେଳାଳି, ଅଷ୍ଟ୍ରିୟାର ଡୋମିନିକ ଥିମ ହେଲେ ୟୁଏସ ଓପନ ଚାମ୍ପିୟନ

ୟୁଏସ ଓପନ ପୁରୁଷ ବର୍ଗରେ ଚାମ୍ପିୟନ ହୋଇଛନ୍ତି ଡୋମିନିକ ଥିମ । ସେ ଆଲେକଜ୍ୟାଣ୍ଡର ଜାଭ୍ରେଵଙ୍କୁ ୨-୬, ୪-୬, ୬-୪, ୬-୩, ୭-୬ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ଏହା ସହ ୟୁଏସ ଓପନକୁ ଦୀର୍ଘ ୬ ବର୍ଷର ବ୍ୟବଧାନରେ ଜଣେ ନୂଆ ଚାମ୍ପିୟନ ମିଳି ପାରିଛି । କହି ରଖିବା ଉଚିତ ହେବକି,…

ରାଗରେ ଲାଇନ ଜଜଙ୍କୁ ବଲ୍‌ ମାରିଲେ ବିଶ୍ୱର ନଂ୧ ଟେନିସ ଖେଳାଳି ଜୋକୋବିଚ୍‌, ଦେଖନ୍ତୁ ଭିଡିଓ

କରୋନା ଭାଇରସ ମହାମାରୀ ସମୟରେ ଖେଳାଯାଉଥିବା ୟୁଏସ୍‌ ଓପନରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଟେନିସର ଏକ ନମ୍ବର ଖେଳାଳି ନୋବାକ୍ ଜୋକୋବିଚଙ୍କୁ ୟୁଏସ୍ ଓପନରୁ ବାହାର କରାଯାଇଛି । ୟୁଏସ ଓପନରୁ ତାଙ୍କୁ ବାହାର କରିବାର କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ । ଲାଇନ୍ ଜଜଙ୍କୁ ବଲ…