Browsing Tag

US Open 2021

ଇତିହାସ ରଚିଲେ ବ୍ରିଟେନର ଏମ୍ମା ରାଦୁକାନୁ, ୧୮ ବର୍ଷ ବୟସରେ ଜିତିଲେ ୟୁଏସ ଓପନ ଟାଇଟଲ

ବ୍ରିଟେନର ଏମ୍ମା ରାଦୁକାନୁ ମାତ୍ର ୧୮ ବର୍ଷ ବୟସରେ ୟୁଏସ ଓପନ ମହିଳା ସିଙ୍ଗଲ ଫାଇନାଲ ମୁକାବିଲା ଜିତି ଇତିହାସ ରଚିଛନ୍ତି। ଏମ୍ମା ରାଦୁକାନୁ ଫାଇନାଲ ମୁକାବିଲାରେ କନାଡାର ଲିଲହ ଫର୍ଣ୍ଣାଣ୍ଡିସକୁ ୬-୪,୬-୩, ସେଟରେ ମାତ୍ ଦେଇ ନିଜ ନାମରେ ୟୁଏସ ଓପନ ଟାଇଟଲ କରିନେଇଛନ୍ତି। ରାଦୁକାନୁ ୫୩…