୪ ବର୍ଷ ପରେ ଫେରିଲା ଟ୍ରମ୍ପ ଶାସନ, କହିଲେ ଆମେରିକାରେ ଆରମ୍ଭ ହେଲା ସ୍ବର୍ଣ୍ଣିମ ଯୁଗ
ଆମେରିକାରେ ପୁଣି ଟ୍ରମ୍ପ ଯୁଗ । ୪ ବର୍ଷ ପରେ ଫେରିଲା ଟ୍ରମ୍ପ ଶାସନ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକୀୟ ସଂସଦ ଭବନରେ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ…