ଆଗାମୀ ୨୪ ଘଣ୍ଟା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ବହୁତ ଅସାମଞ୍ଜସ୍ୟ ସ୍ଥିତି ଲାଗି ରହିଛି। ହ୍ଵାଇଟ ହାଉସର ଚିଫ ଅଫ ଷ୍ଟାଫ ମାର୍କ ମିଡୋଜ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ୍ ଚିନ୍ତା କରିଛନ୍ତି। ଆସନ୍ତା ୨୪ ଘଣ୍ଟା ଟ୍ରମ୍ପ ସ୍ୱାସ୍ଥ୍ୟ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ…