Browsing Tag

US Surgeon General Jerome Adams

କୋଭିଡ-୧୯: ଆମେରିକା ସର୍ଜନ ଜେନେରାଲଙ୍କ ଚେତାବନୀ, ଆଗାମୀ ସପ୍ତାହ ଅତ୍ୟନ୍ତ ଜଟିଳ ଏବଂ ୯/୧୧ ଭଳି ପରିସ୍ଥିତ ଉପୁଜିବ

କରୋନାର ପ୍ରକୋପ ସମଗ୍ର ବିଶ୍ୱରେ ବଢିବାରେ ଲାଗିଛି । ଏହାମଧ୍ୟରେ ଆମେରିକାରୁ ଏକ ଚେତାବନୀପୂର୍ଣ୍ଣ ଖବର ମିଳିଛି । ଆମେରିକାର ସଜର୍ନ ଜେନେରାଲ ଜୋରାମ ଏଡମ୍ସ କହିଛନ୍ତି କି, ଆଗାମୀ ସପ୍ତାହ ବହୁତ ଦୁଃଖଦ ହେବାକୁ ରହିଥିବା ବେଳେ କରୋନା ସଂକଟ ଯୋଗୁଁ ୯/୧୧ଆକ୍ରମଣ ଭଳି ପରିସ୍ଥିତି ଦେଖାଦେବ ।…