Browsing Tag

use of dhinki

ଜାଣନ୍ତୁ ଲୋପ ପାଇଆସୁଥିବା “ପୁଡୁଗ” ଓ “ଢ଼ିଙ୍କି”ର ବ୍ୟବହାର ବିଷୟରେ, ଯାହା ଆଜିବି ଭୁଲି ପାରିନାହାନ୍ତି କିଛି ଲୋକ

ଭଞ୍ଜନଗର: ବଦଳିଛି ସମୟ । ତା'ସହିତ ଆମ ଚଳଣି ଓ ଆବଶ୍ୟକତାରେ ମଧ୍ୟ ପରିବର୍ତ୍ତନ ଆସିଛି । ପାରମ୍ପରିକ କାର୍ଯ୍ୟଶୈଳୀର କଳେବର ହୋଇଛି । ତଥାପି ଏବେବି , ଅତୀତର ଆବଶ୍ୟକତା କୁ ଭୁଲି ପାରିନାହାନ୍ତି କିଛି ଲୋକ । ସେହି କ୍ରମରେ ଲୋପପାଇ ଆସୁଥିବା , ଚାଉଳ “ପୁଡୁଗ” ଓ ଧାନକୁଟା “ଢ଼ିଙ୍କି” ର…