ଏକଜିମା ସମସ୍ୟା ପାଇଁ ଅତିଉପକାରୀ ନିମ୍ବପତ୍ର
ଏକଜିମା ଏକ ଇଫ୍ଲୋମେଟ୍ରୀ ତ୍ବଚା ଜନିତ ସଂକ୍ରମଣ ହୋଇଥାଏ, ଯାହାଦ୍ବାରା ତ୍ବଚା ଅତ୍ୟଧିକ କୁଣ୍ଡେଇ ହୋଇଥାଏ। ଏକଜିମା ହେବା କାରଣରୁ ତ୍ବଚା ଫାଟିବା ସହିତ ଦାଗ ମଧ୍ୟ ହୋଇଯାଇଥାଏ। ଏହା ବିଭିନ୍ନ ପ୍ରକାରର ହୋଇପାରେ। ଏହାକୁ ଭଲ କରିବାର ଉପଚାର ବହୁତ ସମୟ ଧରି ଚାଲିଥାଏ। ଏକଜିମା ଜନିତ ସମସ୍ୟା…