Browsing Tag

USEFULL ARROWROOT

ବ୍ଲଡପ୍ରେସରରୁ ଆରମ୍ଭ କରି ହଜମ କ୍ରିୟାରେ ଖୁବ୍ ଉପକାରୀ, ଜାଣନ୍ତୁ ଆଉ କଣ ପାଇଁ ବ୍ୟବହାର ହୁଏ ପାଳୁଅ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାରେ ପାଳୁଅ ଚାଷ କରାଯାଏ । ବଜାରରେ ପାଳୁଅର ଦାମ୍ କିଲୋ ପିଛା ୨୦୦ ଟଙ୍କାରୁ ଅଧିକ । ବିଶେଷ କରି କୋରାପୁଟ ଭଳି ରାଜ୍ୟର ଦକ୍ଷିଣାଞ୍ଚଳରେ ପାଳୁଅ ଚାଷ କରାଯାଏ । ତେବେ ଭଦ୍ରକ ଜିଲ୍ଲା ପାଳୁଅ ଲଡୁ ପାଇଁ ପ୍ରସିଦ୍ଧ । କିନ୍ତୁ ବର୍ତ୍ତମାନର ପିଢ଼ି ପାଳୁଅ କଣ ଓ…