Gmail ରେ ଆସିଲା ନୂଆ ଅପଡେଟ୍, ଏବେ ମାଇକ୍ରୋସଫ୍ଟ ଅଫିସ ଡକ୍ୟୁମେଣ୍ଟକୁ ବି କରିପାରିବେ ଏଡିଟ୍
ଆପଣ ଯଦି ଜିମେଲ୍ ବ୍ୟବହାର କରୁଛନ୍ତି ତେବେ ଏହି ସୂଚନା କେବଳ ଆପଣଙ୍କ ପାଇଁ। ସୂଚନାଯୋଗ୍ୟ, ଯଦି ଆପଣ ମାଇକ୍ରୋସଫ୍ଟ ଅଫିସ୍ ର ଫାଇଲକୁ ଜିମେଲ୍ ରେ ଖୋଲି ପାରୁନାହାଁନ୍ତି କିମ୍ବା ଏଡିଟ୍ କରିପାରୁନାହାଁନ୍ତି ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍। ଏନେଇ କମ୍ପାନୀ ଆପଣଙ୍କର ଏହି ସମସ୍ୟା ଦୂର…