ଘରେ ରହିବା ପାଇଁ ଲାଲୁ ଟ୍ଵିଟ୍ କଲା ପରେ ରାଗିଲେ ଲୋକେ, କହିଲେ ଆପଣ କରୋନା ଠାରୁ ବି ଅଧିକ ଭୟଙ୍କର
କରୋନା ଭାଇରସ୍ର ଭୟାବହତାକୁ ଦେଖି ସାରା ଦେଶ ଏବେ ଲକ୍ଡାଉନ୍ରେ । ଲୋକଙ୍କୁ ଘରେ ରହିବା ପାଇଁ ସରକାରଙ୍କ ସହ ବିଭିନ୍ନ ରାଜନୈତିକ ବ୍ୟକ୍ତି ଓ ସେଲିବ୍ରେଟି ଅନୁରୋଧ କରୁଛନ୍ତି ।
ଏହି ଅବସରରେ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଓ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ…