ମଣିଷ ହରାଉଛି ମାନବିକତା, ରୋଗୀର କଟାଗୋଡକୁ ବନାଇଦେଲେ ତକିଆ
ଧୀରେ ଧୀରେ ହଜି ଯାଉଛି ମାନବିକତା । ଏହାର ଏକ ଉଦାହରଣ ଦେଖିବାକୁ ଦିଲ୍ଲୀର ଫରିଦାବାଦ ଅଂଚଳରେ । ଏଠାରେ ଜଣେ ରୋଗୀଙ୍କ ମୁଣ୍ଡରେ ସାହାରା ଦେବାପାଇଁ ତାଙ୍କର କଟାଗୋଡ଼କୁ ବ୍ୟବହାର କରାଯାଇଛି । ଖବର ଅନୁଯାୟୀ ବଡ଼ଖଲ ଫ୍ଲାଇଓଭର ନିକଟସ୍ଥ ନୂଆଦିଲ୍ଲୀ-ମୁମ୍ବାଇ ସେଣ୍ଟ୍ରାଲ ରାଜଧାନୀ ଏକ୍ସପ୍ରେସ…