ଆଶ୍ଚର୍ଯ୍ଯ ! ତରକାରୀରେ ଅଧିକ ତେଲ ଦେଖି ବ୍ଯକ୍ତି ଜଣକ ଆପଣାଇଲେ ଏହି ଉପାୟ, ଭାଇରଲ ହେଉଛି ଭିଡିଓ
ଭାରତରେ ଅନେକ ଲୋକ ତେଲମସଲାଯୁକ୍ତ ଖାଦ୍ଯ ଖାଇବା ପାଇଁ ବେଶ୍ ପସନ୍ଦ କରନ୍ତି। କିନ୍ତୁ ଆଜିକାଲି ଅନେକ ଲୋକ ବିଭିନ୍ନ ପ୍ରକାର ରୋଗ ଏବଂ ଶାରୀରିକ ସମସ୍ଯା ଯୋଗୁଁ ତେଲ ମସଲାଯୁକ୍ତ ଖାଦ୍ଯ ଖାଇବାକୁ ଭଲ ପାଉନାହାନ୍ତି। ଖାଇବାରେ ଅଧିକ ତେଲ ଦେଖିଲେ ବିରକ୍ତି ଭାବ ପ୍ରକାଶ କରୁଛନ୍ତି। ତେଣୁ ଏବେ…