Browsing Tag

using saliva

ଫାଇଲର ପୃଷ୍ଠା ଓଲଟାଇବା ପାଇଁ ଛେପ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଲେ ଅଧିକାରୀ

ଉତ୍ତରପ୍ରଦେଶର ରାୟବରେଲୀ ଜିଲ୍ଲାର ମୁଖ୍ୟ ବିକାଶ ଅଧିକାରୀ ଏକ ଆଦେଶ ଜାରି କରିଛନ୍ତି। ଫାଇଲର ପୃଷ୍ଠା ଓଲଟାଇବା ପାଇଁ ଛେପର ବ୍ୟବହାର ନ କରିବାକୁ ଆଦେଶ ଜାରି କରାଯାଇଛି। ବିକାଶ ଅଧିକାରୀ ଏହି ସମ୍ବନ୍ଧରେ ଏହି ଆଦେଶ ଜାରି କହିଛନ୍ତି ଯେ, ଏପରି କରିବା ଦ୍ୱାରା ରୋଗାଗ୍ରସ୍ତ ହେବାର ସମ୍ଭାବନା…