Browsing Tag

Utkal Bhavan

ପଶ୍ଚିମବଙ୍ଗରେ ପରିଚୟ ଖୋଜୁଛି ଉତ୍କଳ ଭବନ, ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ଓଡ଼ିଶାର ସୌଧ

(କେନ୍ୟୁଜ): ହତଶ୍ରୀ ହୋଇ ପଡ଼ିଛି କୋଲକାତା ଉତ୍କଳ ଭବନ। ଆମ ରାଜ୍ୟର ଗୌରବ ଓ ମର୍ଯ୍ୟାଦା ବହନ କରୁଥିବା ଏହି ଭବନକୁ ଦେଖିଲେ ଆପଣ ମର୍ମାହତ ହେବେ ନିଶ୍ଚୟ । କାରଣ ରକ୍ଷଣା ବେକ୍ଷଣ ଅଭାବରୁ ଏହାର ସମ୍ମୁଖ ଭାଗ ଅନେକ ଦିନରୁ ଭାଙ୍ଗିରୁଜି ଗଲାଣି । ବାରମ୍ବାର ଗଣମାଧ୍ୟମରେ ଏ ସମ୍ପର୍କିତ ଖବର…