Browsing Tag

utkal divas

ଆଜି ପବିତ୍ର ଉତ୍କଳ ଦିବସ, ପ୍ରତ୍ୟେକଟି ଓଡିଆମାନଙ୍କ ପାଇଁ ଗର୍ବର ଦିନଟି

ଭୁବନେଶ୍ବର(କେନ୍ୟୁଜ): ଆଜି ପବିତ୍ର ଉତ୍କଳ ଦିବସ । ଆଜି ପ୍ରତ୍ୟେକଟି ଓଡିଆ ଗର୍ବ ଅନୁଭବ କରୁଥିବେ ନିଶ୍ଚୟ। ଓଡିଶା ଏପରି ଏକ ରାଜ୍ୟ, ଯେଉଁଠି ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ,ଭାଷା, ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟତାର ସମାହାର ଦେଖିବାକୁ ମିଳିବ। ତେବେ ଏହାକୁ ମନେ…

ଏଥର ଆଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ: ଏପ୍ରିଲ ୧ ସଂଧ୍ୟା ୬ଟାରେ ସମୂହ ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର(କେନ୍ୟୁଜ): ଏଥର ଆଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ । ଓଡ଼ିଶା ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଉତ୍କଳ ଦିବସକୁ ମହାସମାରୋହରେ ପାଳନ କରାଯିବ । ପ୍ରତି ଜିଲ୍ଲାରେ ସଭାସମିତି ଆୟୋଜନ ହେବ । ଉତ୍ସବରେ ଜିଲ୍ଲା ପରିଷଦ ସଭାପତିମାନେ ସଭାପତିତ୍ୱ କରିବେ । ଏପ୍ରିଲ ୧ ତାରିଖ ସଂଧ୍ୟା…

ଆସନ୍ତା ଏପ୍ରିଲ ୧ରେ ମହାସମାରୋହରେ ପାଳନ ହେବ ଓଡ଼ିଶା ଦିବସ, ପଲ୍ଲୀରୁ ଦିଲ୍ଲୀ ଗାଇବେ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର(କେନ୍ଯୁଜ୍): ମହାସମାରୋହରେ ପାଳନ ହେବ ଓଡ଼ିଶା ଦିବସ । ପଲ୍ଲୀରୁ ଦିଲ୍ଲୀ ଗାଇବେ ବନ୍ଦେ ଉତ୍କଳ ଜନନୀ । ଓଡ଼ିଶା ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଓଡ଼ିଶା ଦିବସ ଏଥର ମହାସମାରୋହରେ ପାଳନ କରାଯିବ । ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଗାନ କରାଯିବ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ।…

କାଠରେ ୧୨ ଓଡିଆ ବୀର, ନିଆରା କଳାକୃତି ପ୍ରସ୍ତୁତ କଲେ ଶିଳ୍ପୀ ସତ୍ୟ ନାରାୟଣ

ନିଆରା ଢ଼ଙ୍ଗରେ ଉତ୍କଳ ଦିବସ। ବାଲୁକା ଶିଳ୍ପୀ ସତ୍ୟ ନାରୟଣ ମହାରଣା ଏକ ନିଆରା ଢ଼ଙ୍ଗରେ ଉତ୍କଳ ଦିବସ ପାଳନ କରିଛନ୍ତି। କାଠରେ ୧୨ଜଣଙ୍କ ବୀର ଓଡିଆଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ତାଙ୍କ କଳାରେ ସ୍ଥାନ ପାଇଛନ୍ତି ଗୋପବନ୍ଧୁ ଦାସ ଯାହାଙ୍କର ଉଚ୍ଚତା ୨.୩ ସେଣ୍ଟିମିଟର ରହିଛି।…

ଓଡିଆମାନଙ୍କ ଗର୍ବର ଦିନ, ଆଜି ପବିତ୍ର ଉତ୍କଳ ଦିବସ

ଦେଶ ମଧ୍ୟରେ ଭାରତ, ରାଜ୍ୟ ମଧ୍ୟରେ ଓଡ଼ିଶା ଭାଷା ମଧ୍ୟରେ ଓଡ଼ିଆ ସବୁଠୁ ବଢ଼ିଆ, ଗର୍ବର ସହ କୁହେ ମୁଁ ଓଡିଆ। ଆଜି ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ପ୍ରତ୍ୟେକଟି ଓଡିଆ ଗର୍ବ ଅନୁଭବ କରୁଥିବେ ନିଶ୍ଚୟ। ଓଡିଶା ଏପରି ଏକ ରାଜ୍ୟ, ଯେଉଁଠି ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ,ଭାଷା, ସଂସ୍କୃତି ତଥା…

ଆଜି ଉତ୍କଳ ଦିବସ: ସ୍ୱତନ୍ତ୍ର ଓଡ଼ିଶାକୁ ପୂରିଲା ୮୪ବର୍ଷ, ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଓ…

ଭୁବନେଶ୍ବର: କରୋନା ଭାଇରସ୍‌ ଯୋଗୁ ସମଗ୍ର ଭାରତ ସମେତ ଓଡ଼ିଶା ଲକ୍‌ଡାଉନ ଘୋଷଣା ହୋଇଥିବାରୁ ଉତ୍କଳ ଦିବସକୁ ନିରାଡମ୍ବର ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଦିବସ ପାଳନ ନେଇ କୌଣସି ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ନହେବାକୁ କୁହାଯାଇଛି । ଏହି ଉତ୍କଳ…

କରୋନା ପାଇଁ ସବୁ ଫିକା : ସରକାରଙ୍କ ନିଷ୍ପତ୍ତି, ଏ ବର୍ଷ ପାଳନ ହେବ ନାହିଁ ଉତ୍କଳ ଦିବସ

କେନ୍ୟୁଜ (ବ୍ୟୁରୋ): ଆସନ୍ତାକାଲି ଉତ୍କଳ ଦିବସ। ଏଥର ରାଜ୍ୟ ସରକାର ପାଳନ କରିବେ ନାହିଁ। ଲକ୍‌ଡାଉନ୍‌ କଟକଣା ଭିତରେ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜୟନ୍ତୀ ଓ ଶ୍ରାଦ୍ଧଦିବସ ଦିବସ ପାଳିବେ ନାହିଁ ବୋଲି ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ସ୍ୱତନ୍ତ୍ର ଓଡ଼ିଶା…

ସାଉଦିରେ ପାଳନ ହେଲା ଉତ୍କଳ ଦିବସ, ଦେଖିବାକୁ ମିଳିଲା ଓଡିଶାର କଳା ଏବଂ ସଂସ୍କୃତି

ଓଡିଶା ଆସୋସିଏସନ୍ ଅଫ ସାଉଦି ଆରବିଆ କଳିଙ୍ଗାନ (କଝଇ) ଏପ୍ରିଲ ମାସ ୧୨ ତାରିଖ ଦିନ ପାଳନ କରିଥିଲେ ଉତ୍କଳ ଦିବସ ଓ ଅନୁଷ୍ଠାନର ବାର୍ଷିକ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ର ଅଧ୍ୟକ୍ଷ ଡକ୍ତର ଦେବ ମହାନ୍ତି ଓ ସମ୍ମାନୀୟ ଅତିଥି ଭାବେ ଓଲିଉଡ଼ ତାରକା ଜ୍ୟୋତି ରଞ୍ଜନ…