ଆଇଭିଏଫ୍ କ୍ଷେତ୍ରରେ ଭୁବନେଶ୍ୱର ଉତ୍କଳ ହସପିଟାଲର ବିରଳ ସଫଳତା
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଉତ୍କଳ ହସପିଟାଲ ଏହା ମଧ୍ୟରେ ବେଶ୍ କିଛି ସଫଳତା ହାସଲ କରିଛି ଚିକିତ୍ସା କ୍ଷେତ୍ରରେ । ପିଲା ହେଉନଥିବା ଦୁଇ ଜଣ ମହିଳାଙ୍କର ସଫଳତାର ସହ ଗର୍ଭ ପରେ ସେମାନେ ମା ହେବାକୁ ସକ୍ଷମ ହୋଇଛନ୍ତି ।
ହସପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସମ୍ବଲପୁରର ଜଣେ…