Browsing Tag

utkarsha panda

CLAT ରେଜଲ୍ଟରେ ଓଡିଶାରୁ ଟପ୍ପର ହେଲେ ଉତ୍କର୍ଷ ପଣ୍ଡା

କେନ୍ୟୁଜ୍(ବ୍ୟୁରୋ):  ‘କମନ ଲ ଆଡ଼ମିଶନ’ ଟେଷ୍ଟ ବା କ୍ଳାଟ ରେଜଲ୍ଟ  ଗତକାଲି ରାତିରେ ପ୍ରକାଶ ପାଇଛି। ଏଥିରେ ଓଡିଶାରୁ ଟପ୍ପର ହୋଇଛନ୍ତି ଉତ୍କର୍ଷ ପଣ୍ଡା। ମଦର୍ଶ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ର ଉତ୍କର୍ଷ କ୍ଳାଟ ପ୍ରବେଶିକା ପରୀକ୍ଷାରେ ମୋଟ ୧୫୦ ରୁ ୧୦୫.୭୫ ନମ୍ବର ରଖିଛନ୍ତି।…