ଏହି ଅଭିନେତାଙ୍କ କାରଣରୁ ନିର୍ବାଚନରେ ହାରିଥିଲା କଂଗ୍ରେସ୍, ଭୟରେ ଅନେକ ମାସ ଯାଏ ପଠାଇଦେଇଥିଲା ଜେଲ୍
କମେଡି ଫିଲ୍ମର କିଙ୍ଗ୍ ଭାବରେ ପରିଚିତ ଉତ୍ପଲ ଦତ୍ତଙ୍କ ଆଜି ହେଉଛି ଜନ୍ମଦିନ । ୨୯ ମାର୍ଚ୍ଚ ୧୯୨୯ ରେ ଜନ୍ମ ହୋଇଥିଲେ ଉତ୍ପଲ । ନିଜ ଫିଲ୍ମି କ୍ୟାରିୟରରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ହିଟ୍ ଏବଂ ମଜାଦାର ଫିଲ୍ମ । ତେବେ ଗୋଲମାଲ୍ ଫିଲ୍ମରେ ତାଙ୍କ ଚରିତ୍ରକୁ କେହି ଭୁଲିପାରିବେନି ।…