ଘନ କୁହୁଡି ଯୋଗୁଁ ହାଇୱେରେ ପରସ୍ପର ସହ ଧକ୍କା ହେଲା ୧୮ ଗାଡ଼ି, ୧୦ ଆହତ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଅମରୋହାରେ ଘନ କୁହୁଡି ଯୋଗୁଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କମ୍ ଭିଜିବିଲିଟି ଯୋଗୁଁ ନ୍ୟାସନାଲ ହାଇୱେ ୯ରେ ୧୮ଟି ଗାଡ଼ି ପରସ୍ପର ସହିତ ଧକ୍କା ହୋଇଛି । ଦୁର୍ଘଟଣାରେ ଅତିକମରେ ୧୦ ଜଣ ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି…