ବର୍ବରତାର ସୀମା ଡେଇଁଲେ ଯୁବକ ! ଏକୁଟିଆ ଦେଖି କଲେ ଦୁଷ୍କର୍ମ, ୮୫ ବର୍ଷୀୟା ବୃଦ୍ଧା ମହିଳାଙ୍କ ମୃତ୍ୟୁ
ଉତ୍ତର ପ୍ରଦେଶର ବରେଲିରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଏଠାରେ ଜଣେ ଯୁବକ ବର୍ବରତାର ସବୁ ସୀମା ଅତିକ୍ରମ କରିଛନ୍ତି । ପଡ଼ିଶାରେ ରହୁଥିବା ଜଣେ ୮୫ ବର୍ଷୀୟା ବୃଦ୍ଧା ମହିଳାଙ୍କୁ ସେ ଦୁଷ୍କର୍ମ କରିଛନ୍ତି । ଆଉ ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତାଙ୍କ ଜୀବନ ଚାଲିଯାଇଛି । ବୃଦ୍ଧାଙ୍କ ପଡ଼ୋଶୀ…