ନିର୍ବନ୍ଧ ପାଇଁ ଲେହେଙ୍ଗା ବୁକ୍ କରିବାକୁ ଯାଇଥିଲା ଝିଅ, ଟ୍ରାକ୍ଟର ଧକ୍କାରେ ଉଡ଼ିଗଲା ପ୍ରାଣବାୟୁ
ୟୁପିର ବାନ୍ଦା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିବାହ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ଆସନ୍ତା ଏପ୍ରିଲ ୧୮ରେ ଯୁବତୀଙ୍କର ବାହାଘର ଥିଲା । ଏହାପୂର୍ବରୁ ଏପ୍ରିଲ ୪ରେ ତାଙ୍କ ନିର୍ବନ୍ଧ…