Browsing Tag

uttarakhand avalanche

ଉତ୍ତର କାଶୀରେ ହିମସ୍ଖଳନ ଯୋଗୁଁ ଫସି ରହିଛନ୍ତି ୨୯ ଜଣ ପର୍ବତାରୋହୀ

ଉତ୍ତରାଖଣ୍ଡର ଉତ୍ତର କାଶୀରେ ଭୟଙ୍କର ହିମସ୍ଖଳନରେ ଫସି ରହିଛନ୍ତି ୨୯ ଜଣ ପର୍ବତାରୋହୀ। ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତା ସହିତ ଉଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରାଯାଇଛି । ଜମ୍ମୁ କାଶ୍ମୀର, ଗୁଲମାର୍ଗରେ ଏକ୍ସପର୍ଟ ଟିମ୍‌ ଉଦ୍ଧାରକାରୀ ଦଳ ସହ ସାମିଲ ହୋଇଛନ୍ତି।…