Browsing Tag

uttarakhand flood

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ: ୫୦ ଟପିଛି ମୃତ୍ୟୁ ସଂଖ୍ୟା, ୫ ଏବେ ବି ନିଖୋଜ

ଉତ୍ତରାଖଣ୍ଡ: ଦେବଭୂମି ଉପରେ ପ୍ରକୃତିର କୋପ। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ୫୦ ଟପିଛି ମୃତ୍ୟୁ ସଂଖ୍ୟା। ୫ଜଣ ଏବେ ବି ନିଖୋଜ ଅଛନ୍ତି। ହିମାଳୟ ତଳଭାଗରେ ବର୍ଷା ବିପର୍ଯୟ କାରଣରୁ ଉତ୍ତରାଖଣ୍ଡ ସମେତ ଉତ୍ତର ବଙ୍ଗ ବୁଡିରହିଛି।…

ଚତୁର୍ଥ ଦିନରେ ଚାଲିଛି ଟନେଲ୍‌ରୁ ଉଦ୍ଧାର କାର୍ଯ୍ୟ: କରାଯାଉଛି ଡ୍ରୋନ୍‌ର ବ୍ୟବହାର, ୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଉତ୍ତରାଖଣ୍ଡ: ଜୀବନ ବଞ୍ଚାଇବାବୁ ବାଜି ଲାଗିଛି ଜୀବନ । ଟନେଲ୍‌ରେ ଚାଲିଛି ଅପରେସନ୍‌ । ଅଢ଼େଇ କିଲୋମିଟର ଲମ୍ବର ଟନେଲ ଭିତରେ ଥିବା ଜୀବନ ବଞ୍ଚାଇବା ଯବାନଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଟନେଲରେ ଫସି ରହିଛନ୍ତି ପାଖାପାଖି ୨୫ରୁ ୩୫ ଜଣ । ମିଳିତ ଅପରେସନ୍‌ରେ ସାମିଲ ହୋଇଛନ୍ତି ଆଇଟିବିପି,…

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି, ନିଖୋଜଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ୨୦୦ରୁ ଅଧିକ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଆଇଟିବିପି, ସେନା, ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ ପକ୍ଷରୁ ତଲାସି କରାଯାଉଛି ।…