Browsing Tag

uttarakhand glacier burst

ଉତ୍ତରାଖଣ୍ଡ ଜୋଶୀମଠରେ ଗ୍ଲେସିୟର ଭାଙ୍ଗି ୮ ମୃତ, ୨୯୧ ଉଦ୍ଧାର: ଭାରତୀୟ ସେନାର ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରାଖଣ୍ଡର ଜୋଶୀମଠରେ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ୮ ଜଣ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ଭାରତ-ଚୀନ ସୀମାକୁ ଯୋଡ଼ୁଥିବା ରାସ୍ତାର ସୁମନା ୨ରେ ଗ୍ଲେସିୟର ଭାଙ୍ଗିଛି । ପ୍ରବଳ ବରଫପାତ ଯୋଗୁ ଗ୍ଲେସିୟର ଭାଙ୍ଗିଥିବା କୁହାଯାଉଛି। ଏପର୍ଯ୍ୟନ୍ତ ୨୯୧ ଲୋକଙ୍କୁ ଉଦ୍ଧାର କରାଯାଇଛି।…

ଉତ୍ତରାଖଣ୍ଡ ଭୂସ୍ଖଳନରେ ମୃତ ବ୍ୟକ୍ତିଙ୍କ ୪ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ସୋନୁ ସୁଦ୍‌, ପଢ଼ା ଠୁ ବିବାହ…

ପୁଣିଥରେ ବଦାନ୍ୟତା ଦେଖାଇଛନ୍ତି ଅଭିନେତା ସୋନୁ ସୁଦ୍‌। କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରି ନୂଆ ଜୀବନ ଦାନ ଦେଇଥିବା ସୋନୁ ଏବେ ଉତ୍ତରାଖଣ୍ଡ ଚମୋଲି ଭୂସ୍ଖଳନ ପୀଡ଼ିତଙ୍କ ପାଇଁ ଦେବଦୂତ ସାଜିଛନ୍ତି। ସୋନୁ ଏବେ ଚମୋଲି ପୀଡ଼ିତଙ୍କ ଚାରି ଜଣ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ…

ଉତ୍ତରାଖଣ୍ଡ ଭୂ-ସ୍ଖଳନ: ଏବେ ବି ସୁଡ଼ଙ୍ଗରେ ଫସିରହିଛନ୍ତି ଅନେକ ଲୋକ, ପାଇପ୍‌ ଓ ତାର କାଟି ଆଗକୁ ବଢ଼ୁଛନ୍ତି…

ଉତ୍ତରାଖଣ୍ଡରେ ଭୂସ୍ଖଳନ ପରେ ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତପୋବନ-ବିଷ୍ଣୁଗାଡ ହାଇଡ୍ରୋ ପ୍ରୋଜେକ୍ଟର ୨.୫ କିଲୋମିଟର ଟନେଲରେ ଫସିଥିବା ପ୍ରାୟ ୩୪ ଜଣଙ୍କୁ ବାହାରକୁ ବାହାର କରିବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଜାରି ରହିଛି। ଟିମ୍‌ ସୁଡ଼ଙ୍ଗ ଭିତରେ ପାଇପ୍‌ ଓ ତାରକୁ କାଟି…

ଚତୁର୍ଥ ଦିନରେ ଚାଲିଛି ଟନେଲ୍‌ରୁ ଉଦ୍ଧାର କାର୍ଯ୍ୟ: କରାଯାଉଛି ଡ୍ରୋନ୍‌ର ବ୍ୟବହାର, ୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଉତ୍ତରାଖଣ୍ଡ: ଜୀବନ ବଞ୍ଚାଇବାବୁ ବାଜି ଲାଗିଛି ଜୀବନ । ଟନେଲ୍‌ରେ ଚାଲିଛି ଅପରେସନ୍‌ । ଅଢ଼େଇ କିଲୋମିଟର ଲମ୍ବର ଟନେଲ ଭିତରେ ଥିବା ଜୀବନ ବଞ୍ଚାଇବା ଯବାନଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଟନେଲରେ ଫସି ରହିଛନ୍ତି ପାଖାପାଖି ୨୫ରୁ ୩୫ ଜଣ । ମିଳିତ ଅପରେସନ୍‌ରେ ସାମିଲ ହୋଇଛନ୍ତି ଆଇଟିବିପି,…

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ ନିଖୋଜ, ପାୱାର ପ୍ରକଳ୍ପ ଅଧୀନସ୍ଥ ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ୍‌…

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡ଼ିଆ ପୁଅ ନିଖୋଜ । ନିଖୋଜ ଯୁବକ ଭଦ୍ରକ ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତର ନାଗାର୍ଜୁନ ଦାସ । ସେ ଉତ୍ତରାଖଣ୍ଡରେ ଥିବା ଋଷିଗଙ୍ଗା ପାୱାର ପ୍ରକଳ୍ପ ଅଧୀନସ୍ଥ ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରୁଥିଲେ । ରବିବାର…

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି, ନିଖୋଜଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ୨୦୦ରୁ ଅଧିକ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଆଇଟିବିପି, ସେନା, ଏନ୍‌ଡିଆରଏଫ୍‌ ଓ ଏସ୍‌ଡିଆରଏଫ୍‌ ପକ୍ଷରୁ ତଲାସି କରାଯାଉଛି ।…

ପୂର୍ବରୁ ମଧ୍ୟ ଏଭଳି ଜଳ ବିଭୀଷିକାର ସାମ୍ନା କରିଛନ୍ତି ଉତ୍ତରାଖଣ୍ଡବାସୀ, ଜାଣନ୍ତୁ ୫ଟି ବଡ଼ ଦୁର୍ଘଟଣା ସମ୍ପର୍କରେ

ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଉତ୍ତରାଖଣ୍ଡରେ ମଝିରେ ମଝିରେ ଏଭଳି ଘଟଣା ଛାତି ଥରାଇ ଦେଇଥାଏ। ଆଜି ଯେଭଳି ଗ୍ଲୋସିୟର ଫାଟିବାରୁ ଜଳ ବିଭୀଷିକାର ସାମ୍ନା କରିଛନ୍ତି ଉତ୍ତରାଖଣ୍ଡବାସୀ, ତାହା ପୁଣିଥରେ ତାଙ୍କ ଶୁଖିଯାଇଥିବା କ୍ଷତକୁ ତାଜା କରିଦେଇଛି। କାରଣ ଆଜି ପ୍ରଥମଥର ନୁହେଁ।…

ଉତ୍ତରାଖଣ୍ଡ ଭୂସ୍ଖଳନ: ମୃତ୍ୟୁକୁ ମାତ୍‌ ଦେଇ ସୁଡ଼ଙ୍ଗରୁ ବାହାରିବା ପରେ ଦେଖନ୍ତୁ କେମିତି ଥିଲା ବ୍ୟକ୍ତିଙ୍କ…

ଉତ୍ତରାଖଣ୍ଡର ଚମୋଲୀରେ ଆଜି ଗ୍ଲେସିୟର ଫାଟିବାରୁ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି। ଚାରିଆଡ଼େ ଖାଲି ପାଣି ଆଉ ପାଣି। ଏହି ଭୟଙ୍କର ଜଳବିତ୍ପାତରେ ଅନେକ ଲୋକ ଭାସିଯାଇଥିବା ବେଳେ ଆଉ କିଛିଙ୍କର ମୃତ୍ୟୁ ଘଟିଛି। ସେମାନଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ସେନା, ଆଇଟିବିପି ଓ ଏନ୍‌ଡିଆରଏଫ୍‌…