ଏବେ ଗୁରୁତର ରୋଗୀଙ୍କୁ ଘରୁ ହସ୍ପିଟାଲ ଯିବାରେ ହେବନି କୌଣସି ସମସ୍ୟା, ଏହି ରାଜ୍ୟ ପୋଲିସ ଆରମ୍ଭ କଲା ଅଟୋ ଆମ୍ବୁଲାନ୍ସ
କରୋନା ମହାମାରୀ ଭିତରେ ଅକ୍ସିଜେନ ସଙ୍କଟ ପୂରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। କେତେକ ରୋଗୀ ଘରୁ ହସ୍ପିଟାଲ ପର୍ଯ୍ୟନ୍ତ ଯିବା ବାଟରେ ହିଁ ଆଖି ବୁଜି ଦେଉଛନ୍ତି। କିନ୍ତୁ ଏଣିକି ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ଆଉ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ନାହିଁ।…