Sabuthi Sabubele Hata Muthare Khabar
Browsing Tag

uttarakhand

ସାପଭର୍ତ୍ତି କୂଅରେ ପଡ଼ି ରାତି କାଟିଲେ ଯୁବକ, ସକାଳୁ ଉଦ୍ଧାର ହେବା ପରେ ପ୍ୟାଣ୍ଟରେ ଥିଲା କୋବ୍ରା, ଆଉ ତା’ପରେ…

ଉତ୍ତରାଖଣ୍ଡରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଏଠାରେ କୂଅରେ ଗଳିପଡ଼ିଥିବା ଜଣେ ଯୁବକକୁ ବାହାରକୁ ବାହାର କରିବା ପରେ ହଠାତ୍‌ ତାଙ୍କ ପ୍ୟାଣ୍ଟରୁ ଏକ କୋବ୍ରା ସାପ ବାହାରିଥିଲା। ଏହା ଦେଖିବା ପରେ ଭୟରେ ଲୋକମାନେ ଏଣେତେଣେ ଧାଇଁବାକୁ ଲାଗିଥିଲେ। ରିପୋର୍ଟ ମୁତାବକ, ମୁକେଶ…

ବୈଜ୍ଞାନିକଙ୍କ ସତର୍କ ସୂଚନା, ଖୁବ ଶୀଘ୍ର ଉତ୍ତରାଖଣ୍ଡରେ ହୋଇପାରେ ବଡ ଧରଣର ଭୂମିକମ୍ପ

ଖୁବ ଶୀଘ୍ର ଉତ୍ତର ଭାରତର ଏକ ରାଜ୍ୟ ଉତ୍ତରାଖଣ୍ଡରେ ଏକ ବଡ ଧରଣର ଭୂମିକମ୍ପ ଆସିପାରେ ବୋଲି ଆଶଙ୍କା କରାଯାଉଛି । ରାଜ୍ୟର ରାମନଗର ଓ କଳାଧୁଙ୍ଗି କ୍ଷେତ୍ରବର୍ତ୍ତୀ ଅଞ୍ଚଳ ଗୁଡିକର ପ୍ଲେଟ ଟ୍ୱେକ୍ଟୋନିକ ଗୁଡିକ ଏକ ପାଖିଆ ଭାବେ ତୀବ୍ର ଭାବରେ ଏକ ପାଖିଆ ଭାବେ ଝୁକିବାରେ  ଲାଗିଛି । ଏଣୁ…

ଏ ହେଉଛି ‘ଭାରତର ଶେଷ ଚା’ ଦୋକାନ’, ଯାହା ସାମ୍ନାରେ ଛିଡ଼ାହୋଇ ଫଟୋ ଉଠାଇବାକୁ ପସନ୍ଦ କରନ୍ତି ପର୍ଯ୍ୟଟକ

ଉତ୍ତରାଖଣ୍ଡର ଚମୋଲି ଜିଲାର ଏକ ଛୋଟିଆ ଗାଁ ‘ମାଣା’। ଏହା ଭାରତ ଏବଂ ଚୀନ ସୀମାଠାରୁ ପାଖାପାଖି ୨୪ କିଲୋମିଟର ଦୂରରେ ଅବସ୍ଥିତ, ଯାହାକୁ ଦେଶର ଶେଷ ଗାଁ ବୋଲି କୁହାଯାଉଛି। ତେବେ ଏଠାରେ ଥିବା ଏକ ଛୋଟ ଚା’ ଦୋକାନ ବେଶ୍‌ ପ୍ରସିଦ୍ଧ। ଏହା ‘ଭାରତର ଶେଷ ଚା’ ଦୋକାନ’ ନାଁରେ ଜଣାଶୁଣା।…

ସବୁଠୁ ଲମ୍ବା ଏଫଆଇଆର, ଯାହାର ଲେଖା ପାଇଁ ୩ ଦିନ ବିତିଯାଇଥିଲେ ମଧ୍ୟ ସରୁନାହିଁ ଲେଖା

ଏଫଆଇଆର ସାଧାରଣତଃ ଗୋଟେ ବା ଦୁଇ ପୃଷ୍ଠାର ହୋଇଥାଏ । କିନ୍ତୁ ଗୋଟେ ଏଫଆଇଆର ଲେଖିବା ପାଇଁ ଯେ ୬ ରୁ ୭ ଦିନ ଲାଗିବ ହୁଏତ ଆପଣ ଶୁଣି ତାହା ବିଶ୍ୱାସ କରିବେନାହିଁ । କିନ୍ତୁ ଏପରି ଘଟଣା ଘଟିଛି ଉତ୍ତରାଖଣ୍ଡ ରାଜ୍ୟରେ । ଏହି ରାଜ୍ୟ ଅନ୍ତର୍ଗତ କାଶୀପୁରରେ ଥିବା କୋଟବାଲି ଥାନାରେ ବୋଧହୁଏ…

ଅନେକ ଦିନ ଧରି ଘରେ ପଶିବାକୁ ଚେଷ୍ଟା କରୁଛି ବାଘ କିନ୍ତୁ ଫେରିଯାଉଛି କୁକୁର ଭୟରେ 

ଉତ୍ତରାଖଣ୍ଡ ଉଦ୍ଧମାସିଂ ନଗରର ବହୁଡା ଫାର୍ମରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି I ଏଠାରେ ଅନେକ ଦିନ ଧରି ଏକ ହିଂସ୍ର ବାଘ ଭିତରେ ପଶିବାକୁ ଚେଷ୍ଟା କରୁଥିବା ବେଳେ କୁକୁରର ତତ୍ପରତା ଏବଂ ତାର ଭୟଙ୍କର ରଡ଼ି ଦେଖି ଫେରିଯାଉଛି I ଏହାସହ ପଢନ୍ତୁ ନାୟବ ତହସିଲଦାର ମାଗିଲେ…

ଏ କି ପ୍ରେମ ! ଘର ଲୋକଙ୍କୁ ସାକ୍ଷାତ କରିବା ବାହାନାରେ ପ୍ରେମିକାକୁ ପାହାଡରୁ ଠେଲି ଦେଲା ପ୍ରେମିକ

ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ଘର ଲୋକଙ୍କ ସହିତ ଦେଖା କରିବାକୁ କହି ଯୁବତୀଙ୍କୁ ପାହାଡରୁ ଠେଲି ଦେଇଛି ପ୍ରେମିକ। ଦିଲ୍ଲୀରେ ରହୁଥିବା ପଶ୍ଚିମବଙ୍ଗର ଜଣେ ଯୁବତୀ ଉତ୍ତରାଖଣ୍ଡର ପୋଡୀ ଜିଲ୍ଲାର ଏକ ଯୁବତୀଙ୍କୁ ପ୍ରେମ କରିବସିଥିଲେ। ଉକ୍ତ ଯୁବକ ତାଙ୍କ ପରିବାର ଲୋକଙ୍କ ସହିତ ଦେଖା କରିବା…

ବେକାର ଯୁବକଙ୍କ ପାଇଁ ଖୁସି ଖବର, ୧୨୧୮ ବନରକ୍ଷକ ପାଇଁ ଖୁବ ଶୀଘ୍ର ନିଯୁକ୍ତି

ବେକାର ଯୁବକଙ୍କ ପାଇଁ ପୁଣି ଖୁସି ଖବର। ଅନେକ ସମୟ ବ୍ଯବଧାନ ପରେ ବନରକ୍ଷକ ପାଇଁ ପାଖାପାଖି ୧୨୧୮ଟି ପଦବୀରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ବନ ବିଭାଗ ଭର୍ତ୍ତି ନିୟମାବଳୀରେ ସଂଶୋଧନ କରି ଏହି ପଦବୀ ପୂରଣ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ସେହିଭଳି ଅଧିନସ୍ଥ ସେବା ଚୟନ…

ଡିଜିଟାଲ ହେଉଛି ସ୍ୱାସ୍ଥ୍ୟ ବ୍ୟବସ୍ଥା : ଦୁର୍ଗମ ଅଞ୍ଚଳକୁ ମାତ୍ର ୧୮ ମିନିଟରେ ରକ୍ତ ପହଞ୍ଚାଇଲା ଡ୍ରୋନ, ପୂର୍ବରୁ…

ଉତ୍ତରାଖଣ୍ଡର ଟିହାରୀ ଜିଲ୍ଲାର ଦୁର୍ଗମ ସ୍ଥାନରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ସଫଳ ପ୍ରୟୋଗ କରାଯାଇଛି। ଏଠାରେ ୩୬ କିଲୋମିଟର ଦୂରରେ ଥିବା ଏକ ଘାଟି ଅଞ୍ଚଳକୁ ମାନବ ରହିତ ବିମାନ (ଡ୍ରୋନ୍‌) ଦ୍ୱାରା ରକ୍ତର ନମୁନା ସଫଳପୂର୍ବକ ପହଞ୍ଚା ଯାଇଛି। ଡ୍ରୋନ ଜରିଆରେ ବ୍ଲଡ ନମୁନା…