Browsing Tag

uttarakhand

ଆଦି କୈଳାସରୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀ ଧାମି ଜଣାଇଲେ ଶୋକ

ପିଥୋରାଗଢରେ ଧାରଚୁଲା ତହସିଲ ଲଖନପୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଦି କୈଳାସରୁ ଦର୍ଶନ ସାରି ଫେରୁଥିବା ଟାକ୍ସି ଖାଇକୁ ଖସିପଡିଥିଲା । ଏଥିରେ ଡ୍ରାଇଭର ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଏବଂ ଏସଡିଆରଏଫ ଟିମ୍‌ ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରୁଛି । କିନ୍ତୁ…

ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା, ତୀବ୍ରତା ୪.୦

ଭାରତର ବିଭିନ୍ନ ସ୍ଥାନରେ କିଛିଦିନ ହେବ ଲଗାତର ଭୂମିକମ୍ପ ହେଉଛି । ଗତକାଲି ଦିଲ୍ଲୀରେ ଭୂମିକମ୍ପ ହୋଇଥିବା ବେଳେ ସୋମବାର ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪ ରେକର୍ଡ କରାଯାଇଛି । ପିଥୋରଗଡ ଠାରୁ ୪୮ କିଲୋମିଟର ଦୂର…

NIT ରେ ଖାଲିପଡିଛି ପଦବୀ, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ରାଷ୍ଟ୍ରୀୟ ପ୍ରଦ୍ୟୋଗିକ ସଂସ୍ଥାନ (NIT) ଉତ୍ତରାଖଣ୍ଡରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଛ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ nituk.ac.in କୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୩୦ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ ପତ୍ରର…

ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ପାର୍ବତୀ କୁଣ୍ଡରେ କଲେ ପୂଜାର୍ଚ୍ଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ମୋଦି ନିଜର ଏକ ଦିବସୀୟ ଯାତ୍ରାରେ ପିଥୋଡ଼ାଗଡରେ ପହଞ୍ଚିଥିଲେ। ଏଠାରେ ମୋଦି ଭଗବାନ ଶିବଙ୍କ ଧାମ ଏବଂ ଆଦି କୈଳାଶ ଶିଖର ଦର୍ଶନ କରିଥିଲେ। ଏହାପରେ ପାର୍ବତୀ କୁଣ୍ଡରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ନିଜର ଏହି…

ବର୍ଷକୁ ଥରେ କେବଳ ରକ୍ଷା ବନ୍ଧନରେ ଖୋଲିଥାଏ ଏହି ଖାସ ମନ୍ଦିର

ଭାରତରେ ଏପରି କିଛି ମନ୍ଦିର ଅଛି ଯାହାକି ବର୍ଷର ଅଧିକାଂଶ ସମୟ ବନ୍ଦ ରହିଥାଏ ଏବଂ କେବଳ ବିଶେଷ ଉତ୍ସବରେ ହିଁ ଖୋଲାଯାଏ । ଉତ୍ତରାଖଣ୍ଡର ବଂଶୀ ନାରାୟଣ ମନ୍ଦିର ଯାହାକି ବର୍ଷକୁ ଥରେ ରକ୍ଷା ବନ୍ଧନରେ ଖୋଲିଥାଏ । ହେଲେ କଣ ପାଇଁ ଏହି ଗୋଟିଏ ଦିନ ଖୋଲାଯାଏ? ଭାରତରେ ଅନେକ ମନ୍ଦିର ରହିଛି ।…

ଉତ୍ତରାଖଣ୍ଡ ବସ୍‌ ଦୁର୍ଘଟଣାରେ ଚାଲିଗଲା ୭ ତୀର୍ଥଯାତ୍ରୀଙ୍କ ଜୀବନ, ୨୭ ଆହତ

ଡେରାଡୁନ : ଗୁଜୁରାଟରୁ ତୀର୍ଥଯାତ୍ରୀ ନେଇ ଆସୁଥିବା ଏକ ବସ ଉତ୍ତରାଖଣ୍ଡର ଉତ୍ତରକାଶି ଜିଲ୍ଳାରେ ଆଜି ଖାଲକୁ ଖସିପଡିବାରୁ ୭ ଜଣ ତୀର୍ଥଯାତ୍ରୀଙ୍କର ମୃତୁ୍ୟୃ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ୩୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସଟି ଗଙ୍ଗୋତ୍ରୀରୁ ଆସୁଥିବା ବେଳେ ଗଙ୍ଗାଗ୍ନି ଠାରେ…

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଭୟଙ୍କର ଭୂସ୍ଖଳନ: ମାଟିରେ ପୋତି ହୋଇଗଲା କାର, ୫ ମୃତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଭୟଙ୍କର ଭୂସ୍ଖଳନ। ମାଟିରେ ପୋତି ହୋଇଗଲା କାର, ୫ ମୃତ । ରୁଦ୍ରପ୍ରୟାଗ -ଗୌରୀକୁଣ୍ଡ ରାଜମାର୍ଗ ବ୍ୟୁଗଗାଡ ତରସାଲି ପାଖରେ ଭୂସ୍ଖଳନ । ଭୂସ୍ଖଳନ କାରଣରୁ ୧୦୦ ମିଟରରୁ ଅଧିକ ରାସ୍ତା ଧୋଇଯାଇଥିଲା । ଭୂସ୍ଖଳନରେ ଏକ କାର ମଧ୍ୟ ଦବିଯାଇଥିଲା। ଏଥିରେ…

ଉତ୍ତରାଖଣ୍ଡ: ପ୍ରେମିକାର ‘ବିଷାକ୍ତ’ ଷଡ଼ଯନ୍ତ୍ର, ସାପ ଚୋଟରେ ନେଲା ପ୍ରେମିକର ଜୀବନ

ଉତ୍ତରାଖଣ୍ଡର ହଲଦ୍ୱାନୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ବହୁଚର୍ଚ୍ଚିତ ବ୍ୟବସାୟୀ ଅଙ୍କିତ ଚୌହାନ ହତ୍ୟାକାଣ୍ଡ ମାମଲାରେ ପୋଲିସ ବଡ଼ ରହସ୍ୟ ଉନ୍ମୋଚନ କରିଛି। ଅଙ୍କିତଙ୍କ ପ୍ରେମିକା ହିଁ ତାଙ୍କର ହତ୍ୟାକାରୀ ଥିଲା ବୋଲି ପୋଲିସ କହିଛି। ସାପ ଚୋଟରେ ପ୍ରେମିକକୁ ହତ୍ୟା…

ନମାମି ଗଙ୍ଗେ ପ୍ରାଜେକ୍ଟ ସାଇଟରେ ଟ୍ରାନ୍ସଫରମର ବିସ୍ଫୋରଣ, ୧୫ ମୃତ

ଉତ୍ତରାଖଣ୍ଡ ଚମୋଲିରେ ଥିବା ଅଳକାନନ୍ଦା ନଦୀ କୂଳରେ ଟ୍ରାନ୍ସଫରମର ବିସ୍ଫୋରଣ । ଟ୍ରାନ୍ସଫରମର ଫାଟିବା ଯୋଗୁଁ କରେଣ୍ଟ ଲାଗି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରେ ଅନେକ ଆହତ ହୋଇଛନ୍ତି । ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଚମୋଲି ଏସପି କହିଛନ୍ତି । ନମାମି…

ଉତ୍ତରକାଶୀରେ ପ୍ରବଳ ବର୍ଷା: ଗଙ୍ଗୋତ୍ରୀ ରାଜପଥରେ ପାହାଡ଼ ଉପରୁ ଧସିଲା ପଥର, ଚାପିହୋଇ ୪ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ଗଙ୍ଗନାନୀ ନିକଟରେ ଗଙ୍ଗୋତ୍ରୀ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। କୁହାଯାଉଛି କି, ପ୍ରବଳ ବର୍ଷା ହେତୁ ପାହାଡ଼ ଉପରୁ ପଥର ଖଣ୍ଡ ଓ ମାଟି ଅତଡ଼ା ତଳକୁ ଖସିଥିଲା। ଫଳରେ ଏହି ଭଗ୍ନାବଶେଷ ତଳେ…

ଭାରତର ରହସ୍ୟମୟ ହ୍ରଦ! ଯାହା ସମୟ ସମୟରେ ପାଣିର ରଙ୍ଗ ପରିବର୍ତ୍ତନ କରେ

ଭାରତରେ ଏକରୁ ଅଧିକ ସୁନ୍ଦର ସ୍ଥାନ ଅଛି, ଯାହାର ପ୍ରକୃତିକ ସୌନ୍ଦର୍ଯ୍ୟ ଆକର୍ଷିତ କରିଥାଏ ।ଭାରତରେ ଅନେକ ରହସ୍ୟମୟ ସ୍ଥାନ ମଧ୍ୟ ଅଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଆମେ ଆପଣଙ୍କୁ ଏପରି ଏକ ହ୍ରଦ ବିଷୟରେ କହିବାକୁ ଯାଉଛୁ ଯାହା ଏହାର ରଙ୍ଗ ବଦଳାଇଥାଏ । ଉତ୍ତରାଖଣ୍ଡ ରେ ଅଛି…

ଉତ୍ତରକାଶୀର ଗୁପ୍ତ ଶ୍ରୀକ୍ଷେତ୍ର

ପୃଥିବୀର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ରହିଛି। ମହାପ୍ରଭୁ କେଉଁଠି ପଥର ରୂପରେ ତ ଆଉ କେଉଁଠି ମୂର୍ତ୍ତି ରୂପରେ ପୂଜା ପାଉଛନ୍ତି। ମହାପ୍ରଭୁଙ୍କ ଏଭଳି ଏକ ମନ୍ଦିର ଉତ୍ତରାଖଣ୍ଡ ଉତ୍ତରକାଶୀ ଠାରୁ ୬ କି. ମି ଦୂରରେ ସମୁଦ୍ର ପତ୍ତନ ଠାରୁ ୩୦୦୦ ଫୁଟ ଉପରେ ରହିଛି ।…