Browsing Tag

uttarkhand

ବିଗୁଡୁଛି ଯୋଶୀମଠର ସ୍ଥିତି: ଭଙ୍ଗାଯାଉଛି ଫାଟିଥିବା ଘର ଏବଂ ହୋଟେଲ, ବର୍ଷା ହେଲେ ଭୟଙ୍କର ପରିସ୍ଥିତି

ଦିନକୁ ଦିନ ବିଗିଡିବାରେ ଲାଗିଛି ଉତ୍ତରାଖଣ୍ଡ ସ୍ଥିତ ଯୋଶୀମଠର ଅବସ୍ଥା । ମାଟି ଧସିବା ଯୋଗୁ ଘର ଓ ରାସ୍ତାଘାଟ ଫାଟି ଆଁ କରି ସାରିଲାଣି। ଅନେକ ଘର ଭୁଶୁଡିଗଲାଣି। ଆଉ କ୍ଷତିଗ୍ରସ୍ତ ଘର ଏବଂ ହୋଟେଲ ଭାଙ୍ଗିବା କାମ ଆରମ୍ଭ ହୋଇଛି। ପ୍ରଶାସନ ଘୋଷଣା କରି ଲୋକମାନଙ୍କୁ ଦୂରେଇ ରହିବା ପାଇଁ…

୫୦୦ ଟଙ୍କା ଦିଅ, ଜେଲ୍‌ରେ ବିତାଅ ଗୋଟିଏ ରାତି! ଭାରତର ଏହି ଜେଲ୍‌ ଲୋକଙ୍କୁ ଦେଉଛି ନିଆରା ଅଫର୍‌

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଜେଲ୍‌ ଯିବାକୁ ଚାହାଁନ୍ତିନି। ଏପରି କି, ସେମାନେ ସେଭଳି କର୍ମ ସୁଦ୍ଧା କରନ୍ତିନି, ଯଦ୍ଦ୍ଵାରା କି, ସେମାନଙ୍କୁ ଜେଲ ଯିବାକୁ ପଡ଼ିପାରେ। କୌଣସି ବ୍ୟକ୍ତିକୁ ସେତେବେଳେ ଜେଲ୍‌କୁ ପଠାଯାଇଥାଏ, ଯେତେବେଳେ ସେ କୌଣସି ବଡ଼ ଅପରାଧ କରି ବସିଥାଏ। କିନ୍ତୁ…

ବରଫ ଚାଦରରେ ଅଚ୍ଛାଦିତ ବଦ୍ରିନାଥ ମନ୍ଦିର, ଶୋଭା ପାଉଛି ପ୍ରକୃତିର ଏହି ଅପୂର୍ବ ଶୃଙ୍ଗାର

ପ୍ରାକୃତିକ ସୁନ୍ଦରତା ସହ ଆସ୍ଥାକୁ ନେଇ ବିଶ୍ୱ ବିଖ୍ୟାତ ବଦ୍ରିନାଥ ମନ୍ଦିର। ପ୍ରକୃତିର କୋଳରେ ଏହି ମନ୍ଦିରରେ ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଭାବେ ବିରାଜିତ ଅଛନ୍ତି। ମନ୍ଦିରର ନିର୍ମାଣ ଶୈଳୀ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଆହୁରି ବଢ଼ାଉଛି। ତେବେ ଏହି ମନ୍ଦିରକୁ ଯିବା ପାଇଁ କିଛି…

ବରଯାତ୍ରୀଙ୍କ ସହ ଏଠାରେ ମହାଦେବ ନେଇଥିଲେ ବିଶ୍ରାମ, ଜାଣନ୍ତୁ କଣ ରହିଛି ଏହି ଭବ୍ୟ ମନ୍ଦିର ପଛର କାହାଣୀ

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ସୃଷ୍ଟିର ବିନାଶ କର୍ତ୍ତା ବୋଲି କୁହାଯାଏ । ଭଗବାନ ଶିବଙ୍କ ପ୍ରଥମ ବିବାହ ଯାହା ମାତା ସତୀଙ୍କ ସହିତ ହୋଇଥିଲା ତାହା ବିଷୟରେ ଆପଣମାନେ ନିଶ୍ଚୟ ଶୁଣିଥିବେ। ମାତା ସତୀଙ୍କ ଘରକୁ ବରଯାତ୍ରୀ ନେଇ ଯାଉଥିବା ସମୟର ଅନେକ କଥା ବିଭିନ୍ନ ଧାର୍ମିକ ପୁସ୍ତକରେ ମଧ୍ୟ…

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା : ୭୦୦ମିଟର ଖାଲରେ ପଡିଲା ପର୍ଯ୍ୟଟକଙ୍କ କାର ୨ ମୃତ ୩ ଆହତ

ଉତ୍ତରାଖଣ୍ଡର କୋର୍ଟଦ୍ୱାର ପୌଡି ଜାତୀୟ ରାଜପଥର ଗୁମଖାଲ ନିକଟରେ ପର‌୍ୟ୍ୟଟକଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହେବା ସହିତ ୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଲେନ୍ସଡୌନ ପୋଲିସ ସ୍ଥାନୀୟ ଲୋକମାନଙ୍କ ସାହାର‌୍ୟ୍ୟରେ ଉଦ୍ଧାର କରି…