Browsing Tag

uttarmukhi

ପ୍ରତ୍ୟକ୍ଷ ଦେବୀ ମା’ ଉତ୍ତରମୁଖି, ଗଛରେ ଖଣ୍ଡେ ଛିଟ ବାନ୍ଧି ମାନସିକ କଲେ ମା’ ଦୁଃଖ କଷ୍ଟ ହରନ୍ତି

ଓଡିଶା ମାଟିର ପାଣି ପବନରେ ଭରି ରହିଛି ମାତୃ ଶକ୍ତିର କୃପା ବୋଲି କଥାରେ ଅଛି l ଅନେକ ସମୟରେ ବିଶ୍ୱାସ ରଖି ଆମେ ମାତୃ ଶକ୍ତିକୁ ପୂଜା ଅର୍ଚ୍ଚନା କରିଥାଉ ନିଜକୁ ବିଭିନ୍ନ ବିପଦ ଆପଦରୁ ରକ୍ଷା ପାଇଁ l ସେଥିପାଇଁ ତ ମାତୃ ଶକ୍ତିକୁ ପ୍ରାଧାନ୍ୟ ଦେଇ ଗଢି ଉଠିଛି ମନ୍ଦିର l ସେହି ମନ୍ଦିର…