Browsing Tag

uttarpradesh

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ହାପୁଡ଼ ଜିଲ୍ଲାର ବାଇପାସ ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଲୋକ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ମୃତକଙ୍କୁ…

ମାଆ ହେବାକୁ ପିଇଲେ ପାଇଖାନା ପାଣି, ଗୁଣିଗାରେଡ଼ିରେ ଚାଲିଗଲା ଜୀବନ

ସ୍ୱାଧୀନତାର ୭୭ ବର୍ଷ ବିତିଗଲାଣି, ହେଲେ ଗୁଣିଗାରେଡ଼ି ମାୟାରୁ ବାହାରିପାରୁନି ମଣିଷ । ବିଜ୍ଞାନର ଗତି ଯେତେ ଦ୍ରୁତ ହେଲେ ବି ଅନ୍ଧବିଶ୍ୱାସର ଜାଲ ଲୋକଙ୍କୁ କାବୁ କରୁଛି । ଆଜି ମଧ୍ୟ ସମାଜରେ କିଛି ମଣିଷ ଅଛନ୍ତି ଯିଏକି ଅନ୍ଧବିଶ୍ୱାସକୁ ଅନ୍ଧ ଭଳି ସମର୍ଥନ କରନ୍ତି । ଏହାର ଜ୍ୱଳନ୍ତ…

ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ମୃତ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ସମ୍ଭଲରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଏହି ଦୁର୍ଘଟଣାରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବୋଲେରୋ ନିୟନ୍ତ୍ରଣ ହରାଇ କଲେଜ କାନ୍ଥକୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିବା ସୂଚନା ମିଳୁଛି । ଏନେଇ ଦୁଃଖ ପ୍ରକାଶ କରିଛନ୍ତି…

ସାପକୁ କାମୁଡ଼ିଲେ ବ୍ୟକ୍ତି, ଏବେ ଅବସ୍ଥା ଗୁରୁତର

କଥାରେ ଅଛି ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇଲେ ବିନାଶ ସୁନିଶ୍ଚିତ । ଠିକ ଏହିପରି ଘଟଣା ଘଟିଛି ଜଣେ ବୃଦ୍ଧଙ୍କ ସହ। ସାପ ସହ ଖେଳୁ ଖେଳୁ ତାଙ୍କୁ ମୃତ୍ୟୁର ସାମ୍ନା କରିବାକୁ ପଡିଛି । ଅତି ଉତ୍ସୁକତାର ସହିତ ଲୋକମାନଙ୍କ ଆଗରେ ନିଜ ପାରିବା ପଣିଆ ଦେଖାଇବାକୁ ଯାଇ ହଟହଟା…

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଅଘଟଣ ଗତକାଲି ବିଳମ୍ବିତ ରାତିରେ ସୀତାପୁରଠାରେ ଦେଖିବାକୁ ମିଳିଛି । ଟ୍ରକ୍ ଓଲଟି ପଡ଼ି ୪ଜଣଙ୍କର ପ୍ରାଣ ଚାଲିଯାଇଥିବା ସୂଚନା ମିଳୁଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନାର ବାତାବରଣ ସୃଷ୍ଟି କରିଛି । ସୂଚନା ପାଇବା…

ମଥୁରାରେ ଅଘଟଣ: ପାହାଡ଼ ଖନନ ସମୟରେ ବିଲ୍ଡିଂ ଭୁଶୁଡି,୩ ମୃତ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ମଥୁରାରେ ବଡ଼ ଦୁର୍ଘଟଣା ଘଟିଛି । ପାହାଡ଼ ଖନନ କାମ ସମୟରେ ବିଲ୍ଡିଂ ଭୁଶୁଡି ପଡି ଏପରି ଅଘଟଣ ଘଟିଛି । ଏହି ଅଘଟଣରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ରେସ୍କ୍ୟୁ ଟିମଙ୍କ ସମେତ…

ବାହାହେଲେ ୩ ଫୁଟିଆ ବରକୁ ଅଢେଇ ଫୁଟିଆ କନିଆଁ, ଫ୍ଲାଇଟରେ ଆସିଲେ ବର

ଉତ୍ତର ପ୍ରଦେଶରେ ଏକ ବିବାହ ବେଶ୍ ଚର୍ଚ୍ଚାରେ ରହିଛି ।  ଅଢେଇ ଫୁଟିଆ କନିଆଁ କୁ ବାହା ହେବାକୁ ଫ୍ଲାଇଟରେ ଆସିଛନ୍ତି  ୩ ଫୁଟିଆ ବର ।  ତେବେ ଏହି ବାହାଘରକୁ ନେଇ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ସହ ବିବାହର ଭିଡିଓ ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ସାମୂହିକ…

ଉତ୍ତରପ୍ରଦେଶ ହାଇୱେରେ ବଡ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୨ ମୃତ

ଉତ୍ତରପ୍ରଦେଶ ପିଲିଭିତର ନ୍ୟାସନାଲ ହାଇୱେ-୭୩୧ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨.୨୫ରେ ଘଟିଛି । ଅଜଣା ଗାଡି ବାଇକଟିକୁ ଧକ୍କା ଦେଇ ଦୁର୍ଘଟଣା ଘଟିଥିବା ସୂଚନା ମିଳୁଛି । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ସେମାନଙ୍କ…

CBSE ଦ୍ବାଦଶ ପରୀକ୍ଷାରେ ରେକର୍ଡ କଲେ ସାଭି ଜୈନ, ୫୦୦ରୁ ରଖିଲେ ୪୯୯ ମାର୍କ

CBSE ଦ୍ୱାଦଶ ପରୀକ୍ଷାରେ ରେକର୍ଡ କଲେ ସାଭି ଜୈନ । ଦ୍ବାଦଶ ପରୀକ୍ଷାରେ ୫୦୦ ମାର୍କରୁ ୪୯୯ ମାର୍କ ରଖି ସେ ଚର୍ଚ୍ଚାରେ ରହିଛନ୍ତି  । CBSE ପିଲାଙ୍କ ରେଲଜ୍ଟ ନିକଟରେ ପ୍ରକାଶ ପାଇଛି । ପୁରା ଦେଶରେ ୧ଲକ୍ଷ ଭଳି ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ଛାତ୍ରୀ…

ବିଚ୍ ରାସ୍ତାରେ ହାଇଡ୍ରାମା, ଚାଓମିନ୍ ଖାଉଥିବାବେଳେ ପ୍ରେମିକ-ପ୍ରେମିକାଙ୍କୁ ଚପଲରେ ପିଟିଲା ମା’

ବର୍ତ୍ତମାନ ଦୁନିଆରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳୁଛି  । ସେହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କାନପୁର ଅଞ୍ଚଳରୁ । ଗାଡି ଉପରେ ବସି ଉଭୟେ ପ୍ରେମିକ ପ୍ରେମିକା ଚାଉମିନ ଖାଉଥିବାବେଳେ ପୁଅର ମା ଆସି ସେଠାରେ ପହଞ୍ଚି ପୁଅକୁ ନିରଧୂମ ପିଟିଥିଲେ । ଯାହାଫଳରେ…

ରାସ୍ତାରେ ସ୍କୁଟି ଚଲାଉଛି ଷଣ୍ଢ, ସୋସିଆଲ ମିଡିଆରେ ଭିଡିଓ ଭାଇରଲ

ଉତ୍ତରପ୍ରଦେଶରୁ ଏକ ଅଦ୍ଭୁତ୍ତଜନକ ଦୃଶ୍ୟ ସାମ୍ନାକୁ ଆସିଛି । ଋଷିକେଶ ଅଞ୍ଚଳ ରାସ୍ତାରେ ଷଣ୍ଢଟି ଶିଙ୍ଘ ସାହାଯ୍ୟରେ ଗାଡି ଚଲାଉଥିବା ନଜର ଆସିଛି । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି ।  ବର୍ତ୍ତମାନ ଭିଡ଼ିଓଟି ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରଲ ହେବାରେ ଲାଗିଛି । ଭିଡିଓ ଦେଖିବା…

ଭାବୀ ଜ୍ବାଇଁ ସହ ଫେରାର ଶାଶୁ, ଫେରି ଆସି କହିଲେ କିଛି ଏମିତି

ଉତ୍ତରପ୍ରଦେଶରୁ ଆସିଲା ଏକ ଅଦ୍ଭୁତ ପ୍ରେମ କାହାଣୀ । ପୂର୍ବରୁ ଝିଅ ପାଇଁ ଆସିଥିବା ପୁଅ ସହିତ ଫେରାର ହେଲା ୪୪ବର୍ଷୀୟ ମହିଳା । ତାଙ୍କ ନିଖୋଜ ହେବା ପରେ ପୋଲିସର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକ । ଏପ୍ରିଲ ୨୭ ତାରିଖରେ ନିଖୋଜ ମହିଳାଙ୍କୁ ଉଦ୍ଧାର କରି ସ୍ବାମୀଙ୍କୁ ହସ୍ତାନ୍ତର କରିଛି…