Browsing Tag

uttarpradesh violence

ସର୍ବସାଧାରଣ ନଳକୂପରୁ ପାଣି ନେବା ପାଇଁ ଦଳିତଙ୍କୁ ପିଟିପିଟି ହତ୍ୟା

ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ତା ମନରୁ ଜାତିପ୍ରଥାର କୁସଂସ୍କାର ଯାଇନାହିଁ । ଆଜିର ଯୁଗରେ ବି ଲୋକମାନେ ଜାତିପ୍ରଥାକୁ ନେଇ ଅନେକ କୁକର୍ମ କରୁଛନ୍ତି । ଦଳିତ ଜାତିର ଜଣେ ବ୍ୟକ୍ତି ସର୍ବସାଧାରଣ ନଳକୂପରୁ ପାଣି ନେଇଗଲେ ବୋଲି କିଛିଲୋକ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ତେବେ ନିକଟରେ…

ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ହିଂସା ଘଟଣା : ପୋଲିସର ବିଭିନ୍ନ ସ୍ଥାନରେ ଚଢାଉ, ୨ ଗିରଫ; ଯୋଗୀଙ୍କ ୫୦ ଲକ୍ଷ ଟଙ୍କା…

ଉତ୍ତରପ୍ରଦେଶ(କେନ୍ୟୁଜ୍) : ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ହୋଇଥିବା ହିଂସା ଘଟଣାରେ ପୋଲିସର କାର୍ଯ୍ଯନୁଷ୍ଠାନ । ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ପୋଲିସ । ରାତି ସାରା ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୋଲିସ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ…