ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ହିଂସା ଘଟଣା : ପୋଲିସର ବିଭିନ୍ନ ସ୍ଥାନରେ ଚଢାଉ, ୨ ଗିରଫ; ଯୋଗୀଙ୍କ ୫୦ ଲକ୍ଷ ଟଙ୍କା…
ଉତ୍ତରପ୍ରଦେଶ(କେନ୍ୟୁଜ୍) : ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ହୋଇଥିବା ହିଂସା ଘଟଣାରେ ପୋଲିସର କାର୍ଯ୍ଯନୁଷ୍ଠାନ । ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ପୋଲିସ । ରାତି ସାରା ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୋଲିସ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ…