Browsing Tag

uttarpradesh

ବିରାଟ ଶତକ ମାରିବା ପରେ ମାଗଣାରେ ବିରିୟାନୀ ବାଣ୍ଟିଲେ ଦୋକାନୀ, ଅସମ୍ଭାଳ ଭିଡ଼ରେ ପଥଚାରୀ ହନ୍ତସନ୍ତ

ଭାରତୀୟ କ୍ରିକେଟ ଟିମ୍‌ ଦିନିକିଆ ବିଶ୍ୱକପ ୨୦୨୩ ଫାଇନାଲରେ ପହଞ୍ଚିଛି । ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି । ଓ୍ଵାଙ୍ଖଡେରେ ଖେଳାଯାଉଥିବା ମ୍ୟାଚରେ ଭାରତ-ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇଛି । ବିରାଟ କୋହଲି ଏହି ମ୍ୟାଚରେ ୫୦ ତମ ଶତକ ମାରି ମାଷ୍ଟର ବ୍ଲାଷ୍ଟର ସଚିନ…

ବିଧବା ମହିଳା ବିବାହ ପାଇଁ ମନା କରିବାରୁ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ

ପ୍ରେମିକା ବିବାହ କରିବାକୁ ମନା କରିବାରୁ ଯୁବକ ଜଣକ ନିଜ ଦେହରେ ଲଗାଇଲେ ନିଆଁ । ପ୍ରେମରେ ପାଗଳ ହୋଇ ନିଜର କରିବାକୁ ବସିଲେ କିନ୍ତୁ ପ୍ରେମିକା ମନା କରିବାରୁ ଜୀବନ ହରିଦେଲା ପ୍ରେମିକ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜଫରନଗରରେ। ଶାମଲୀର ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ…

ମଦ ନିଶାରେ ଟୁଲ ପୋଲିସ ବାବୁ, ସାମାନ୍ୟ ବଚସାରୁ ବ୍ୟବସାୟୀଙ୍କ ଠେଲା ଗାଡ଼ି ଉପରେ ପରିସ୍ରା କରିଦେଲେ କନେଷ୍ଟବଳ

ନିଶାସକ୍ତ ପୋଲିସ ବାବୁଙ୍କ ଉନ୍ମୁତ କାଣ୍ଡ। ମଦ ନିଶାରେ ଭୁଲିଗଲେ ଶିଷ୍ଟାଚାର । ଅଭଦ୍ରାମିର ଚରମ ସୀମା ପାର କରି ଏମିତି କାଣ୍ଡ ଘଟାଇଲେ ଯାହାକି ଏବେ ସବୁଠି ଭାଇରଲ ହେଉଛି। ଆଉ ଲୋକ ଦେଖି ତାଙ୍କୁ ଛି' ବୋଲି କହୁଛନ୍ତି । ମଦ ନିଶାରେ ଟୁଲ ଥିବାବେଳେ କରିବସିଲେ ଅଭାଦ୍ରାମୀ। ଜଣେ ଦୋକାନୀଙ୍କ…

ବାପା ଠାରୁ ୧ % ମାର୍କ ଅଧିକ ରଖି ସମସ୍ତଙ୍କୁ କଲେ ଗର୍ବିତ, ଜାଣନ୍ତୁ ଏହି ଛାତ୍ରୀଙ୍କ ସଫଳତାର କାହାଣୀ

ପ୍ରତ୍ୟେକ ବାପା ମା’ ଚାହାଁନ୍ତି ଯେ ତାଙ୍କ ପିଲା ଦୁନିଆର ଯେକୌଣସି ପରୀକ୍ଷା ଦେଉ ନା କାହିଁକି ସେଥିରେ ସେ ପାସ୍‌ ହୋଇଯାଉ । ଏଥିପାଇଁ ବାପା ମା’ ସବୁ ପ୍ରକାରର ପଦକ୍ଷେପ ନିଅନ୍ତି, ଯାହା ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଆବଶ୍ୟକ । ପ୍ରତ୍ୟେକ ବାପା ମା’ ନିଜ ପିଲାଙ୍କୁ NEET, IIT-JEE…

ବିନା ଟିକେଟରେ ଟ୍ରେନରେ ଯାଉଥିଲେ ପୋଲିସ ବାବୁ , TTE ଜାଣିବାରୁ ଟ୍ରେନରୁ ବାହାରି ଯିବାକୁ କହିଲେ

ଟ୍ରେନରେ ଯାତ୍ରା କରିବା ପାଇଁ ହେଲେ ରେଳ ବିଭାଗ ତରଫରୁ କିଛି ନିୟମ ରହିଛି। ଯାହାକୁ ମାନିବାକୁ ସମସ୍ତେ ବାଧ୍ୟ। ଏମିତିକି ଦେଶର ପ୍ରଥମ ନାଗରିକ ମାନ୍ୟବର ରାଷ୍ଟ୍ରପତି ହୁଅନ୍ତୁ ଅବା ଦେଶ ଚଳାଉଥିବା ପ୍ରଧାନମନ୍ତୀ ମୋଦୀ, ଯେ କେହି ବି ଟ୍ରେନରେ ଯାତ୍ରା କରିବେ ସେମାନେ ସମସ୍ତେ ଏହାକୁ ନେଇ…

ରିଲ୍‌ କରିବା ନିଶାରେ ଚାଲିଗଲା ନାବାଳକ ଜୀବନ, ହଠାତ୍‌ ମାଡିଗଲା ଟ୍ରେନ

ଉତ୍ତରପ୍ରଦେଶ ବାରବାଙ୍କୀରେ ରିଲ୍ସ କରିବା ନିଶାରେ ଚାଲିଗଲା ୧୬ ବର୍ଷୀୟ ନାବାଳକଙ୍କ ଜୀବନ । ଟ୍ରେନରେ କଟି ନାବାଳକଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା । ଘଟଣା ବିଷୟରେ ପୋଲିସକୁ ଖବର ମିଳିବ ପରେ ମୃତଦେହକୁ ଜବତ କରି ପରିବାରକୁ ସୂଚନା ଦେଇଛି । ମୃତ୍ୟୁ ପୂର୍ବରୁ ଭିଡିଓ ସାମ୍ନାକୁ ଆସିଛି ।…

ଟିକେଟକୁ ନେଇ ଯୁକ୍ତିତର୍କ, ଟିଟିଇଙ୍କୁ ପିଟିଲେ ରେଳବାଇ ପୋଲିସ, ୪ ପୋଲିସ ନିଲମ୍ବିତ

ଲକ୍ଷ୍ନୌ : ଟିଟିଇ ଓ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସ୍ୱାଭାବିକ । ଏମିତି ଅନେକ ସମୟରେ ଯାତ୍ରୀ ଓ ଟିଟିଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥାଏ । ମାତ୍ର ଗୋଟିଏ ରେଳବାଇ ବିଭାଗର ଟିଟିଇ ଓ ପୋଲିସଙ୍କ ମଧ୍ୟରେ ଝଗଡା ହେବା କ୍ୱଚିତ ଦେଖାଯାଏ । ହେଲେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖାଯାଇଛି ଏକ…

ବିବାହ ବିଚ୍ଛେଦ ପରେ କୃଷ୍ଣ ବନିଲେ ସାହାରା , ଧର୍ମ ବଦଳାଇ ପରିବାର ତ୍ୟାଗ କରି ଚାଲିଆସିଲେ ବୃନ୍ଦାବନଧାମ

କୃଷ୍ଣଙ୍କ ପ୍ରେମରେ ପାଗଳ ହେଲେ ମୁସଲିମ ମହିଳା ଶବନମ । ବୃନ୍ଦାବନ ଆସି ବନିଗଲେ ମୀରା, ନିଜ କୃଷ୍ଣଙ୍କ ପାଇଁ । ଜୀବନର ପରିସ୍ଥିତି ତାଙ୍କୁ ଏମିତି ବାଟରେ ଆଣି ରଖିଲା ଯେଉଁଠି ସେ କୃଷ୍ଣଙ୍କ ଛଡା ଆଉ କେଉଁଠାକୁ ଯିବାକୁ ଇଛା କଲେ ନାହିଁ । ଶେଷରେ ନିଜ ଧର୍ମ ବଦଳାଇଲେ .. ଆଉ ବନିଗଲେ ଶବନମ ରୁ…

କେନାଲରେ ବୁଡ଼ିଲା କାର, ଘଟଣାସ୍ଥଳରେ ୫ ମୃତ

ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ଘଟିଛି ଭୟଙ୍କର କାର ଦୁର୍ଘଟଣା । ଦୁର୍ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଭାରସାମ୍ୟ ହରାଇ କାର କେନାଲର ପଡ଼ି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି । ତେବେ ସହାବର-ଏଟା ରାସ୍ତା ଥିବା ମୁହାରେ ଘାଟ ନିକଟରେ କାରଟି ଭାରସାମ୍ୟ ହରାଇ କେନାଲରେ…

ଆଇନ ସିନା ଏମାନଙ୍କୁ ଅଲଗା କରିଦେଲା, କିନ୍ତୁ ଏମାନଙ୍କ ଭଲ ପାଇବାକୁ କେମିତି ଅଲଗା କରିବ

ମଣିଷର ପ୍ରତ୍ୟେକଟି ସମ୍ପର୍କ ଜନ୍ମ ପୂର୍ବରୁ ତିଆରି ହୋଇଥାଏ। ଏମିତିରେ କହିବାକୁ ଗଲେ ଭଗବାନ ନିଜେ ପ୍ରତ୍ୟେକଙ୍କ ପାଇଁ ସମ୍ପର୍କ ଆଗରୁ ବନେଇ ରଖିଛନ୍ତି। କିନ୍ତୁ ବନ୍ଧୁତା ଏଭଳି ଏକ ସମ୍ପର୍କ ଯାହା ମଣିଷକୁ ନିଜେ ତିଆରି କରିବାକୁ ପଡ଼ିଥାଏ। ଆଉ ଏଇ ସମ୍ପର୍କ ହୋଇଥାଏ ସବୁଠୁ ମୂଲ୍ୟବାନ।…

ଭାଲୁ ଜଗିଛି ଆଖୁବିଲ, ମାଙ୍କଡ଼ ଘଉଡ଼ାଇବାକୁ ଚାଷୀଙ୍କ ଅଭିନବ ଉପାୟ

ଲକ୍ଷ୍ନୌ : ମାଙ୍କଡ଼ ଖାଇ ଯାଉଛନ୍ତି ଆଖୁ । ଭାଲୁ ଜଗିଛି କ୍ଷେତ। କ୍ଷେତରେ ପଇଁତରା ମାରୁଛି ଭାଲୁ। ଏ ହେଉଛି ଉତ୍ତର ପ୍ରଦେଶ ଲଖିମପୁର ଖେରୀ ଅଞ୍ଚଳର ଦୃଶ୍ୟ। ମାଙ୍କଡ଼ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଚାଷୀଙ୍କ ଏପରି ଅଭିନବ ଉପାୟ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ପ୍ରକୃତରେ ଆଖୁ ବିଲକୁ…

ଶୋଇଥିବା ସମୟରେ ଘରେ ନିଆଁ ଲାଗି ୫ ପିଲା ସମେତ ମା’ ମୃତ

ଉତ୍ତରପ୍ରଦେଶ କୁଶୀନଗରର ଜିଲ୍ଲାର ରାମକୋଲା ଥାନା ଅନ୍ତର୍ଗତ ଉର୍ଦହା ଗ୍ରାମରେ ନିଆଁ ଲାଗି ଗୋଟେ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି ।  ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବହ ୫ ଜଣ ପିଲା ରହିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକ ଜାଣିପାରିନଥିଲେ । ଘଟଣା…